ଆଜିଠୁ ତରଙ୍ଗରେ ‘ଶ୍ରୀମନ୍ଦିର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଉତ୍କଳର ଗାରିମା, କଳିଙ୍ଗର ଗର୍ବ ଏବଂ ଓଡିଶାର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଶ୍ରୀମନ୍ଦିର  ସାକ୍ଷୀ`  ସିଏ ଅନେକ ଇତିହାସର ଅନେକ ଭକ୍ତଙ୍କ ଭାବକୁ ଦେଖିଛି। ବହୁ ବାହ୍ୟଶତ୍ରୁଙ୍କ ଆକ୍ରମଣକୁ ବି ସହିଛି । ଆନନ୍ଦ-ଆତଙ୍କ, ବିବାଦ-ବିଷାଦ, ବିଜୟର ସାକ୍ଷୀ ଭାବେ ଠିଆ ହୋଇଛି ଶ୍ରୀମନ୍ଦିର । ଏସବୁର ଜୀବନ୍ତ କାହାଣୀକୁ ନେଇ ତରଙ୍ଗ ଟିଭିରେ ଆଜିଠୁ ପ୍ରତି ସୋମବାରରୁ ଶୁକ୍ରବାର ରାତି ସାଢେ ୯ଟାରେ ପ୍ରସାରିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଧାରାବାହିକ […]

5-1

5-1

Tapas Behera
  • Published: Monday, 30 August 2021
  • Updated: 30 August 2021, 08:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଉତ୍କଳର ଗାରିମା, କଳିଙ୍ଗର ଗର୍ବ ଏବଂ ଓଡିଶାର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଶ୍ରୀମନ୍ଦିର  ସାକ୍ଷୀ`  ସିଏ ଅନେକ ଇତିହାସର ଅନେକ ଭକ୍ତଙ୍କ ଭାବକୁ ଦେଖିଛି। ବହୁ ବାହ୍ୟଶତ୍ରୁଙ୍କ ଆକ୍ରମଣକୁ ବି ସହିଛି । ଆନନ୍ଦ-ଆତଙ୍କ, ବିବାଦ-ବିଷାଦ, ବିଜୟର ସାକ୍ଷୀ ଭାବେ ଠିଆ ହୋଇଛି ଶ୍ରୀମନ୍ଦିର । ଏସବୁର ଜୀବନ୍ତ କାହାଣୀକୁ ନେଇ ତରଙ୍ଗ ଟିଭିରେ ଆଜିଠୁ ପ୍ରତି ସୋମବାରରୁ ଶୁକ୍ରବାର ରାତି ସାଢେ ୯ଟାରେ ପ୍ରସାରିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଧାରାବାହିକ ‘ଶ୍ରୀମନ୍ଦିର’।

ଯେଉଁଠି ଚାରିବେଦ ପାଲଟି ଯାଆନ୍ତି ଚାରିଦ୍ୱାର । ଯେଉଁଠି ଭକ୍ତଙ୍କ ମେଳରେ ଭକ୍ତ ପାଲଟି ଠିଆ ହୁଅନ୍ତି ବ୍ରହ୍ମା ଓ ଶଙ୍କର  । ଯେଉଁଠି ଦୁଇ କୂଅରେ ବନ୍ଦୀ ଭାରତବର୍ଷର ଦୁଇ ପବିତ୍ର ନଦୀ ଗଙ୍ଗା ଓ ଯମୁନାର ଧାର । ଯେଉଁ ଅଗଣାର ନିର୍ମାଲ୍ୟ କାଣିଚାଏ ଜୀବ ଗଲା ବେଳେ ଲୋଡା ହୁଏ, ତା ନାଁ ଆନନ୍ଦବଜାର । ଯାହାର ଉପସ୍ଥିତି ପାଇଁ ଏଠାକାର ମଶାଣିର ନାଁ ବି ହୋଇପାରେ ସ୍ୱର୍ଗଦ୍ୱାର ସେ ଶ୍ରୀମନ୍ଦିର। ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ତରଙ୍ଗ ଟିଭି ପ୍ରସ୍ତୁତ କରିଛି ନୂଆ ଧାରାବାହିକ ଶ୍ରୀମନ୍ଦିର।

ସିରିଏଲର ପ୍ରଥମ ସିରିଜରେ ରହିଛି କାଞ୍ଚି ବିଜୟ ବା ପଦ୍ମାବତୀ ପରିଣୟର କାହାଣୀ।   ଗବେଷକଙ୍କ ଶ୍ରୀମନ୍ଦିର ଇତିହାସ ସମ୍ପର୍କିତ ସୂଚନା, ଐତିହାସିକ ଗଳ୍ପ, କିମ୍ବଦନ୍ତୀ, ଲୋକକଥା, ପୌରାଣିକ ଗଳ୍ପ ସାଙ୍ଗକୁ ନାଟକୀୟତା ପାଇଁ କିଛି କାଳ୍ପନିକ ଘଟଣାବଳୀକୁ ଚିତ୍ରଣ କରାଯାଇଛି ଏହି ଧାରାବାହିକରେ।  ତେବେ ମୂଳଗଳ୍ପର ଭାବଧାରା ଓ ଉତ୍କଳର ଗାରିମା, ଶ୍ରୀମନ୍ଦିର ପ୍ରତି ଉତ୍କଳବାସୀଙ୍କ ଭାବଭକ୍ତିକୁ କିପରି ସୁନ୍ଦର ଭାବେ ଉପସ୍ଥାପନ କରିହେବ ସେଥିପ୍ରତି ବେଶ୍ ଯତ୍ନ ଦିଆଯାଇଛି । ସିରିଏଲର ପରବର୍ତ୍ତୀ ସିରିଜରେ ପ୍ରତାପରୁଦ୍ର ଦେବ, ଭକ୍ତ ସାଲବେଗ ଓ ଚୈତନ୍ୟଙ୍କ କାହାଣୀ ପ୍ରସାରଣ କରାଯିବାକୁ ସୁଟିଂ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story