ଏଥର ରଜରେ ଜମିବ ରୋମାନ୍ସ, ଦର୍ଶକେ ଦେଖିବେ ନୂଆ-ପୁରୁଣା ହିଟ୍‌ ଯୋଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ରଜ ବଜାରରେ ଦର୍ଶକଙ୍କୁ ଏକାସଙ୍ଗେ ଦୁଇଦୁଇଟି ଫିଲ୍ମ ଭେଟିଦେବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। କାଲି ପରଦାକୁ ଆସୁଛି ଗୋଲ୍‌ମାଲ୍ ଲଭ୍ ଓ ତୁ ମୋ ଲଭ୍ ଷ୍ଟୋରି-ଟୁ। ଗୋଲ୍‌ମାଲ୍ ଲଭ୍‌ରେ ନୂଆଯୋଡ଼ି ବାବୁଶାନ ଓ ତମନ୍ନା ଥିବା ବେଳେ ତୁ ମୋ ଲଭ୍ ଷ୍ଟୋରିର ସିକ୍ୱେଲ୍‌ରେ ସ୍ୱରାଜ-ଭୂମିକାଙ୍କ ସହ ହିଟ୍ ଯୋଡ଼ ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ। ନାୟକ ବାବୁଶାନଙ୍କ ଆଖିରେ ଲଣ୍ଡନ୍‌ରେ ସେଟ୍‌ଲ ହୋଇ ପାଉଣ୍ଡ୍ କମାଇବାର ସ୍ୱପ୍ନ,ତା ପୁଣି ଏନ୍ଆର୍‌ଆଇକୁ ବାହାହୋଇ। […]

v-908

v-908

Tapas Behera
  • Published: Thursday, 13 June 2019
  • Updated: 13 June 2019, 09:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ରଜ ବଜାରରେ ଦର୍ଶକଙ୍କୁ ଏକାସଙ୍ଗେ ଦୁଇଦୁଇଟି ଫିଲ୍ମ ଭେଟିଦେବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। କାଲି ପରଦାକୁ ଆସୁଛି ଗୋଲ୍‌ମାଲ୍ ଲଭ୍ ଓ ତୁ ମୋ ଲଭ୍ ଷ୍ଟୋରି-ଟୁ। ଗୋଲ୍‌ମାଲ୍ ଲଭ୍‌ରେ ନୂଆଯୋଡ଼ି ବାବୁଶାନ ଓ ତମନ୍ନା ଥିବା ବେଳେ ତୁ ମୋ ଲଭ୍ ଷ୍ଟୋରିର ସିକ୍ୱେଲ୍‌ରେ ସ୍ୱରାଜ-ଭୂମିକାଙ୍କ ସହ ହିଟ୍ ଯୋଡ଼ ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ।

ନାୟକ ବାବୁଶାନଙ୍କ ଆଖିରେ ଲଣ୍ଡନ୍‌ରେ ସେଟ୍‌ଲ ହୋଇ ପାଉଣ୍ଡ୍ କମାଇବାର ସ୍ୱପ୍ନ,ତା ପୁଣି ଏନ୍ଆର୍‌ଆଇକୁ ବାହାହୋଇ। ହଠାତ୍ ତାଙ୍କୁ ମିଳିଯାଉଛନ୍ତି ତାଙ୍କ ଲଣ୍ଡନ୍‌ର ଠିକଣା,ମାନେ ନାୟିକା ତମନ୍ନା କିଛି ଏଭଳି କାହାଣୀ ସହ ରଜ ବଜାର ସରଗରମ କରିବାକୁ ଆସୁଛି ଫିଲ୍ମ ଗୋଲ୍‌ମାଲ୍ ଲଭ୍।

ଫୁଲ୍ କମେଡ଼ିରେ ଭରପୁର ଏହି ଫିଲ୍ମରେ ପ୍ରଥମ ଥର ପାଇଁ ବାବୁଶାନ୍ ଓ ତମନ୍ନାଙ୍କ ଯୋଡ଼ି ନଜର ଆସିବେ।  ତରଙ୍ଗ ସିନେ ପ୍ରଡକ୍ସନର ଏହି ଫିଲ୍ମକୁ ଅଶୋକ ପତି ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ଦିବଂଗତ ଅଭିନେତା ସଲିଲ୍ ମିତ୍ରଙ୍କ ସହ ବିଜୟ ମହାନ୍ତି,ଜୀବନ ପଣ୍ଡା ଓ ଶ୍ରୀତମ୍ ପ୍ରମୁଖ ମଧ୍ୟ ଅଭିନୟ କରିଛନ୍ତି।  ଅଭିଜିତ୍ ମଜୁମଦାରଙ୍କ କମ୍ପୋଜିସନ୍‌ରେ ସର୍ଜିକାଲ୍ ଷ୍ଟ୍ରାଇକ୍,ପ୍ୟାର୍ କରିବି କୁଞ୍ଚମ୍ କୁଞ୍ଚମ୍ ଭଳି ଏହାର ଗୀତ ଗୁଡ଼ିକ ପୂର୍ବରୁ ହିଟ୍ ହୋଇସାରିଥିବା ବେଳେ ଫିଲ୍ମର ସଫଳତା ନେଇ ମଧ୍ୟ ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା। ତରଙ୍ଗର ଦ୍ୱିତୀୟ ରଜ ଭେଟି ଭାବେ ପରଦାକୁ ଆସୁଛି ରୋମାନ୍ସର ଡବଲ୍ ଡୋଜ୍  ତୁ ମୋ ଲଭ୍ ଷ୍ଟୋରି-ଟୁ।  ତୁ ମୋ ଲଭ୍ ଷ୍ଟୋରିର ଏହି ସିକ୍ୱେଲ୍‌ରେ ଧମାଲ୍ କରିବେ ଦୁଇଦୁଇଟି ହିଟ୍ ଯୋଡ଼ି ସ୍ୱରାଜ-ଭୂମିକା ଓ ସିଦ୍ଧାନ୍ତ-ଅନୁ ଚୌଧୁରୀ।  ପ୍ରେମ୍ ଆନନ୍ଦ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ତାପସ ସରଘରିଆ। ଭୁବନେଶ୍ୱର ଓ ବାରିପଦା ସହ ଆଣ୍ଡାମାନ୍‌ରେ ଏହାର ସୁଟିଂ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story