ଟାଟା କମ୍ପାନୀର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ସଭା

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ଥିବା ଟାଟା କମ୍ପାନୀର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରି ସ୍ଥାନୀୟ ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସମସ୍ତ ଜନପ୍ରତିନିଧି ଯୋଗ ଦେଇଥିଲେ । ସଭାରେ ସ୍ଥାନୀୟ ନିଯୁକ୍ତିକୁ ଉପେକ୍ଷା, ସ୍ଥାନୀୟ ଠିକାଦାରଙ୍କୁ ଅଣଦେଖା, ପାରିପାର୍ଶ୍ୱିକ ଉନ୍ନୟନ ଯଥା ରାସ୍ତାଘାଟ, ବୃକ୍ଷରୋପଣ, ସ୍କୁଲ, କଲେଜ ଓ ଡାକ୍ତରଖାନା ନିର୍ମାଣରେ ଅବହେଳା କରାଯାଉଥିବା ଓ ବାହାର ରାଜ୍ୟର […]

jaj

jaj

Rakesh Mallick
  • Published: Wednesday, 19 August 2015
  • Updated: 19 August 2015, 03:00 PM IST

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ଥିବା ଟାଟା କମ୍ପାନୀର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରି ସ୍ଥାନୀୟ ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସମସ୍ତ ଜନପ୍ରତିନିଧି ଯୋଗ ଦେଇଥିଲେ । ସଭାରେ ସ୍ଥାନୀୟ ନିଯୁକ୍ତିକୁ ଉପେକ୍ଷା, ସ୍ଥାନୀୟ ଠିକାଦାରଙ୍କୁ ଅଣଦେଖା, ପାରିପାର୍ଶ୍ୱିକ ଉନ୍ନୟନ ଯଥା ରାସ୍ତାଘାଟ, ବୃକ୍ଷରୋପଣ, ସ୍କୁଲ, କଲେଜ ଓ ଡାକ୍ତରଖାନା ନିର୍ମାଣରେ ଅବହେଳା କରାଯାଉଥିବା ଓ ବାହାର ରାଜ୍ୟର ପିଲାଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଥିବା ଅଭିଯୋଗ କରାଯାଇଥିଲା । ଆଗାମୀ ୧୫ଦିନ ମଧ୍ୟରେ ଏହିସମସ୍ୟାର ସମାଧାନ କରା ନ ଗଲେ ଜନ ଆନ୍ଦୋଳନ କରାଯିବା ସହ ପ୍ରଶାସନକୁ ଅଚଳ କରିଦେବୁ ବୋଲି ଜନପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story