ରାଜରାସ୍ତାରେ ଅଧ୍ୟାପକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ରାଜରାସ୍ତାରେ ଅଧ୍ୟାପକ। ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀମାନେ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରାରେ ଆସି ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ୨୦୦୮ ମସିହା ଜୁନ ମାସରୁ ଜିଓ ଅନୁଦାନରୁ ବାଦ ପଡିଛନ୍ତି ୧୦ ହଜାରରୁ ଅଧିକ କର୍ମଚାରୀ। ୨୦୧୪ ନୀତି ଅନୁଯାୟୀ, ଜିଓ ଅନୁଦାନ ପ୍ରଦାନ ଦାବିରେ ଏହି ଧାରଣା ଦେଇଛନ୍ତି ଅଖିଳ ଓଡିଶା ବେସରକାରୀ ଅନୁଦାନ […]

teacher

Rakesh Mallick
  • Published: Tuesday, 31 October 2017
  • , Updated: 31 October 2017, 09:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ରାଜରାସ୍ତାରେ ଅଧ୍ୟାପକ। ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀମାନେ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରାରେ ଆସି ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି।

୨୦୦୮ ମସିହା ଜୁନ ମାସରୁ ଜିଓ ଅନୁଦାନରୁ ବାଦ ପଡିଛନ୍ତି ୧୦ ହଜାରରୁ ଅଧିକ କର୍ମଚାରୀ। ୨୦୧୪ ନୀତି ଅନୁଯାୟୀ, ଜିଓ ଅନୁଦାନ ପ୍ରଦାନ ଦାବିରେ ଏହି ଧାରଣା ଦେଇଛନ୍ତି ଅଖିଳ ଓଡିଶା ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ସଂଘ।

Related story