ଲୋୟର ପିଏମ୍‌ଜିରେ ଆଇସିଟି ବିଦ୍ୟାଳୟ ସଂଯୋଜକଙ୍କ ଧାରଣା

Ordigital Desk
  • Published: Tuesday, 28 November 2017
  • , Updated: 28 November 2017, 01:48 PM IST
<p>ଭୁବନେଶ୍ୱର: &nbsp;ଭୁବନେଶ୍ୱର ଲୋୟର ପିଏମଜିରେ ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘର ଧାରଣା ଜାରି ରହିଛି।&nbsp; ପ୍ରାୟ ୪ ହଜାର କମ୍ପ୍ୟୁଟର ଶିକ୍ଷକ ଧାରଣାରେ ବସି ରହିଛନ୍ତି। ଏମାନେ ୪ ବର୍ଷ ଧରି କାର୍ଯ୍ୟ କରି ଆସିଥିଲେ ମଧ୍ୟ ସ୍ଥାୟୀ ନିଯୁକ୍ତି ମିଳି ନ ଥିଲା। ଏହାର ପ୍ରତିବାଦରେ ସଂଘ ଧାରଣା ଦେଇଛି। ଏମାନେ ଆଉଟ ସୋର୍ସିଂ ସଂସ୍ଥା ମାଧ୍ୟମରେ ସରକାରଙ୍କ ଦ୍ୱାରା ପରିଚାଳିତ ଇ-ବିଦ୍ୟାଳୟ ଯୋଜନାରେ ଦୀର୍ଘ ୪ ବର୍ଷ ହେଲା ସ୍ୱଳ୍ପ ବେତନରେ କାମ କରି ଆସୁଛନ୍ତି।</p>

Related story