ଏଥର ରଜରେ ତରଙ୍ଗର ଡବଲ୍‌ ଧମାକା: ରିଲିଜ୍‌ ହେଲା ଫିଲ୍ମ ଅଭୟ ଓ ସିଷ୍ଟର ଶ୍ରୀଦେବୀର ଟିଜର୍‌

ଭୁବନେଶ୍ୱର: ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରଥମ ଘଟଣା ଗୋଟିଏ। ପ୍ରଡକ୍ସନ ହାଉସ୍‌ ଗୋଟିଏ ପର୍ବରେ ଦୁଇଟି ଫିଲ୍ମ ରିଲିଜ କରିବାକୁ ଯାଉଛି। ଏପରି କରିବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍‌ସନ୍‌। ରଜରେ ତରଙ୍ଗ ସିନେ ପ୍ରଡକ୍‌ସନ୍‌ର ଦୁଇଟି ଏକ୍ସପେରିମେଣ୍ଟାଲ୍ ଫିଲ୍ମ ‘ଅଭୟ’ ଓ ‘ସିଷ୍ଟର ଶ୍ରୀଦେବୀ’ ରିଲିଜ ହେବ। ଅଭୟରେ ଅନୁଭବ ମହାନ୍ତି ମୁଖ୍ୟ ଭୁମିକାରେ ଆସୁଥିବା ବେଳେ ସିଷ୍ଟର ଶ୍ରୀଦେବୀରେ ବାବୁସାନଙ୍କୁ ଦେଖିବାକୁ ମିଳିବ। ପ୍ରଡକ୍‌ସନ୍‌ ହାଉସ୍‌ ଆଜି ଉଭୟ ଫିଲ୍ମର ଟିଜର ରିଲିଜ କରିଛି। […]

taranga

taranga

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 10:02 PM IST

Sports

Latest News

ଭୁବନେଶ୍ୱର: ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରଥମ ଘଟଣା ଗୋଟିଏ। ପ୍ରଡକ୍ସନ ହାଉସ୍‌ ଗୋଟିଏ ପର୍ବରେ ଦୁଇଟି ଫିଲ୍ମ ରିଲିଜ କରିବାକୁ ଯାଉଛି। ଏପରି କରିବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍‌ସନ୍‌। ରଜରେ ତରଙ୍ଗ ସିନେ ପ୍ରଡକ୍‌ସନ୍‌ର ଦୁଇଟି ଏକ୍ସପେରିମେଣ୍ଟାଲ୍ ଫିଲ୍ମ ‘ଅଭୟ’ ଓ ‘ସିଷ୍ଟର ଶ୍ରୀଦେବୀ’ ରିଲିଜ ହେବ।

Abhya1ଅଭୟରେ ଅନୁଭବ ମହାନ୍ତି ମୁଖ୍ୟ ଭୁମିକାରେ ଆସୁଥିବା ବେଳେ ସିଷ୍ଟର ଶ୍ରୀଦେବୀରେ ବାବୁସାନଙ୍କୁ ଦେଖିବାକୁ ମିଳିବ। ପ୍ରଡକ୍‌ସନ୍‌ ହାଉସ୍‌ ଆଜି ଉଭୟ ଫିଲ୍ମର ଟିଜର ରିଲିଜ କରିଛି।

ଅନୁଭବୀ ଅନୁଭବ ଓ ଅଲ୍ ରାଉଣ୍ଡର ବାବୁସାନ୍। ରଜରେ ଦୁହିଁଙ୍କ ଭିତରେ ହେବ ସିଧାସଳଖ ଲଢ଼େଇ। ରିୟଲ ଲାଇଫରେ ନୁହେଁ ରିଲ୍‌ ଲାଇଫ୍‌ରେ। ଉଭୟଙ୍କୁ ନେଇ ତରଙ୍ଗ ସିନେ ପ୍ରଡକ୍‌ସନ୍‌ ନିର୍ମାଣ କରୁଛି ଦୁଇଟି ଭିନ୍ନ ସ୍ୱାଦର ଫିଲ୍ମ।

‘ଅଭୟ’ରେ ଅଭିନୟର ଯାଦୁ ଦେଖାଇଛନ୍ତି ଅନୁଭବ-ଏଲିନା ଯୋଡ଼ି। ଆଜି ଆସିଛି ଏହାର ଟିଜର। ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀ କୃଷ୍ଣ, ମ୍ୟୁଜିକ୍‌ ଦେଇଛନ୍ତି ପ୍ରେମ ଆନନ୍ଦ। ଏହା ଏକ ଭିନ୍ନ ଧରଣର ସିରିୟସ୍ ଫିଲ୍ମ।

Sister-sridebi‘ସିଷ୍ଟର୍ ଶ୍ରୀଦେବୀ’ରେ ଦର୍ଶକଙ୍କ ମନୋରଞ୍ଜନ କରିବେ ବାବୁସାନ୍ ଓ ଶିବାନୀ। ଏହାର ବି ଆଜି ଟିଜର ରିଲିଜ୍ ହୋଇଛି। ଅଶୋକ ପତି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ମ୍ୟୁଜିକ୍‌ ଦେଇଛନ୍ତି ଅଭିଜିତ୍ ମଜୁମଦାର।

ଗୋଟିଏ ପର୍ବରେ ଗୋଟିଏ ପ୍ରଡକ୍ସନ ହାଉସ୍‌ର ୨ଟି ସିନେମା ରିଲିଜ୍ ହେବା ଓଡିଆ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ବଢ଼ାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story