ଦୁଇ ଅପହରଣକାରୀକୁ ଧରି ଜେଲ୍‌ ପଠାଇଲା ପୁଲିସ୍‌

ତେଲକୋଇ (ଚିନ୍ମୟ କୁମାର ସାହୁ): ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅପହରଣ ମାମଲାରେ ପୁଲିସ୍‌ ଦୁଇ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସେପଟେ ତୃତୀୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗତ ରବିବାର କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାମଳାଙ୍ଗ ଗାଁର ଅବସର ପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସାହୁ ନିଜ କାର୍‌ରେ ଝାରସୁଗୁଡାରୁ ଘରକୁ ଫେରୁଥିଲେ। ତେବେ ୪୯ ନମ୍ୱର ଜାତୀୟ ରାଜପଥର ଟୋଲଗେଟ୍‌ ପାଖରେ […]

Telkoi police

Telkoi police

Manoranjan Sial
  • Published: Tuesday, 30 November 2021
  • Updated: 30 November 2021, 08:31 PM IST

Sports

Latest News

ତେଲକୋଇ (ଚିନ୍ମୟ କୁମାର ସାହୁ): ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅପହରଣ ମାମଲାରେ ପୁଲିସ୍‌ ଦୁଇ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସେପଟେ ତୃତୀୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଗତ ରବିବାର କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାମଳାଙ୍ଗ ଗାଁର ଅବସର ପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସାହୁ ନିଜ କାର୍‌ରେ ଝାରସୁଗୁଡାରୁ ଘରକୁ ଫେରୁଥିଲେ। ତେବେ ୪୯ ନମ୍ୱର ଜାତୀୟ ରାଜପଥର ଟୋଲଗେଟ୍‌ ପାଖରେ ମାରଣାସ୍ତ୍ର ଦେଖାଇ ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳର ବିଶ୍ୱଜିତ ସାହୁ, ଆଶିଷ ନାୟକ ଓ ତାଙ୍କ ସହଯୋଗୀ ବନ୍ଧୁକ ଦେଖାଇ ଶ୍ରୀ ରବୀନ୍ଦ୍ରଙ୍କୁ ଅପହରଣ କରିନେଇଥିଲେ।

ରବୀନ୍ଦ୍ରଙ୍କ ଚିତ୍କାର ଶୁଣି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ନୂଆଡ଼ିହ ପାଖରେ ସ୍ଥାନୀୟ ଲୋକେ ଗାଡ଼ିକୁ ଅଟକାଇବାରେ ସଫଳ ହୋଇଥିଲେ। ଏପରିକି ଦୁଇ ଅଭିଯୁକ୍ତଙ୍କୁ ଧରି ପୁଲିସ୍‌ ଜିମା ଦେଇଥିଲେ। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଚମ୍ପଟ ମାରିବାରେ ସଫଳ ହୋଇଥିଲା। ତାକୁ ପୁଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସେପଟେ ଅପହରଣରେ ବ୍ୟବହୃତ ବନ୍ଧୁକକୁ ପୁଲିସ ଜବତ କରିଛି।

ଆଜି ପୁଲିସ ଦୁଇ ଅଭିଯୁକ୍ତଙ୍କୁ ତେଲକୋଇ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ହାଜିର କରାଇଥିଲା। ବିଚାରପତି ସେମାନଙ୍କ ଜାମିନ୍‌ ଆବେଦନ ନାମଞ୍ଜୁର କରିବାରୁ ଦୁଇ ଅଭିଯୁକ୍ତଙ୍କୁ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ୍‌ର କହିବା ଅନୁସାରେ ଗିରଫ ଦୁଇ ଅଭିଯୁକ୍ତ ଓ ତାଙ୍କ ସାଥୀଙ୍କ ନାଁ ସଙ୍ଗୀନ ମାମଲା ରହିଛି। ଏହି ତିନି ଅଭିଯୁକ୍ତ ହେଉଛନ୍ତି ଅଭ୍ୟାଗତ ଅପରାଧୀ। ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ମରଣାସ୍ତ୍ର ଦେଖାଇ ଲୁଟ କରୁଥିଲେ। କେନ୍ଦ୍ରାପଡା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ 394, 307, 364(A)ipc, 25-27 ଆର୍ମ ଆକ୍ଟ ପରି ସଂଗୀନ ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story