୬ଟି ସହର ତାପମାତ୍ର ୪୦ ଡିଗ୍ରୀ ଡେଇଁଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଯାହାଫଳରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଆଜି ସବୁଠାରୁ ଉତ୍ତପ୍ତ ସହର ହେଉଛି ମାଲକାନଗିରି। ଏଠାରେ ତାପମାତ୍ରା ୪୨.୬ ଡିଗ୍ରୀ ରହିଛି। ସେହିପରି ଟିଟିଲାଗଡ଼ରେ୪୧.୫, ଅନୁଗୋଳରେ ୪୦.୭, ସୋନପୁରରେ ୪୦.୬ ଡିଗ୍ରୀ, କଟକରେ ୪୦.୧ ଓ ଭୁବନେଶ୍ୱରର ତାପମାତ୍ର ୩୮.୩ ଡିଗ୍ରୀ ରହିଛି। ଦିନ ୧୨ ଟା ବେଳକୁ ଖରା ଚାଇଁ ଚାଇଁ ଲାଗୁଥିଲା। ରାସ୍ତାଘାଟ ଏକପ୍ରକାର ଶୂନ୍‌ଶାନ୍ ହୋଇଯାଇଥିବା […]

temperture-hit

temperture-hit

Manoranjan Sial
  • Published: Saturday, 30 March 2019
  • Updated: 30 March 2019, 09:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଯାହାଫଳରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଆଜି ସବୁଠାରୁ ଉତ୍ତପ୍ତ ସହର ହେଉଛି ମାଲକାନଗିରି। ଏଠାରେ ତାପମାତ୍ରା ୪୨.୬ ଡିଗ୍ରୀ ରହିଛି।

ସେହିପରି ଟିଟିଲାଗଡ଼ରେ୪୧.୫, ଅନୁଗୋଳରେ ୪୦.୭, ସୋନପୁରରେ ୪୦.୬ ଡିଗ୍ରୀ, କଟକରେ ୪୦.୧ ଓ ଭୁବନେଶ୍ୱରର ତାପମାତ୍ର ୩୮.୩ ଡିଗ୍ରୀ ରହିଛି। ଦିନ ୧୨ ଟା ବେଳକୁ ଖରା ଚାଇଁ ଚାଇଁ ଲାଗୁଥିଲା। ରାସ୍ତାଘାଟ ଏକପ୍ରକାର ଶୂନ୍‌ଶାନ୍ ହୋଇଯାଇଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story