ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ହସ୍‌ପିଟାଲ୍‌ରେ ଉତ୍ତେଜନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ସହିଦନଗର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍‌ପିଟାଲ୍‌ରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକ ଅଭିଯୋଗ କରିବା ସହିତ ପାଟିତୁଣ୍ଡ କରିଥିଲେ। ମୃତ ମହିଳାଙ୍କ ନାଁ ଇତିଶ୍ରୀ ମିଶ୍ର। ତାଙ୍କ ଘର ଭୀମଟାଙ୍ଗି ଅଞ୍ଚଳରେ। ଗତ ୭ ତାରିଖ ଦିନ ଇତିଶ୍ରୀଙ୍କୁ ଏହି ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଫୁସ୍‌ଫୁସ୍‌ରେ […]

medical

medical

Jitendra Garnayak
  • Published: Tuesday, 12 February 2019
  • Updated: 12 February 2019, 03:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ସହିଦନଗର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍‌ପିଟାଲ୍‌ରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକ ଅଭିଯୋଗ କରିବା ସହିତ ପାଟିତୁଣ୍ଡ କରିଥିଲେ।

ମୃତ ମହିଳାଙ୍କ ନାଁ ଇତିଶ୍ରୀ ମିଶ୍ର। ତାଙ୍କ ଘର ଭୀମଟାଙ୍ଗି ଅଞ୍ଚଳରେ।

ଗତ ୭ ତାରିଖ ଦିନ ଇତିଶ୍ରୀଙ୍କୁ ଏହି ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଫୁସ୍‌ଫୁସ୍‌ରେ ସମସ୍ୟା ଦେଖାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବେହଳା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବୁଝାସୁଝା କରିବା ପରେ ସେମାନେ ଇତିଶ୍ରୀଙ୍କ ମୃତଦେହକୁ ଘରକୁ ନେଇଥିଲେ।

ଇତିଶ୍ରୀଙ୍କ ପୁଅ କହିଛନ୍ତି,“୭ ତାରିଖ ଦିନ ମୋ ବୋଉକୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲୁ। ଗତକାଲି ୧୧ଟା ବେଳେ ବୋଉ ଭଲ ହୋଇଯିବ ବୋଲି ମୋତେ ଡାକ୍ତର କହିଥିଲେ। ୪ ରୁ ୫ ଦିନ ଭିତରେ ଭେଣ୍ଟିଲେଟରରୁ ବାହାର କରାଯାଇ ୱାର୍ଡକୁ ନିଆଯିବ ବୋଲି ବି କହିଥିଲେ। ତେବେ ଗତକାଲି ଗୋଟାଏ ବେଳେ ଛାତି ଏକ୍ସରେ କରିବା ପାଇଁ କହିଥିଲେ। ମୁଁ ପଚାରିବାରୁ ଡାକ୍ତର ବିରକ୍ତି ହୋଇଥିଲେ। ଆଜି ସକାଳେ ବୋଉର ହାର୍ଟ ଚାଲୁନାହିଁ ବୋଲି ଡାକ୍ତର ମୋତେ କହିଥିଲେ। ଚିକିତ୍ସା ଅବହେଳାରୁ ମୋ ବୋଉର ମୃତ୍ୟୁ ଘଟିଛି। ବିଲ୍‌ରେ ମଧ୍ୟ ଫର୍ଜରୀ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story