ପୋଖରୀ ସଫା କରିବାକୁ ନେଇ ବୋମାମାଡ଼

Ordigital Desk
  • Published: Sunday, 12 November 2017
  • , Updated: 12 November 2017, 02:09 PM IST
<p>ପିପିଲି: ପୁରୀ ଜିଲ୍ଲା ଡେଲାଙ୍ଗରେ ବ୍ଲକ ଅନ୍ତର୍ଗତ ମୁନିଡା ଗାଁରେ ବୋମାମାଡ଼ ହୋଇଛି। ଗାଁ ପୋଖରୀ ସଫା କରିବାକୁ ନେଇ ବୋମାମାଡ଼ ହୋଇଥିବା ଜଣାପଡ଼ିଛି।</p> <p>ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୁନିଡ଼ା ଛକରେ ରାସ୍ତାରୋକ କରିଛନ୍ତି ଲୋକେ।&nbsp; ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।</p>

Related story