କୋଭିଡ୍‌ ମୃତକଙ୍କ ଚିକିତ୍ସା ଅବହେଳା ଆଣିଲେ ପରିବାର ଲୋକ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): କୋଭିଡ୍‌ ମୃତକଙ୍କ ଚିକିତ୍ସା ଅବହେଳା ଆଣିଲେ ପରିବାର ଲୋକେ। ଯେଉଁଥିପାଇଁ  କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ପାରଳାଖେମୁଣ୍ଡି ରାଜ ସୀତାପୁର କୋଭିଡ ମେଡିକାଲ୍‌ରେ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ଓ ସମ୍ପର୍କୀୟ ମେଡିକାଲ୍‌ ଆଗରେ ଧାରଣାରେ ବସିଛନ୍ତି। ଗୁମ୍ମା ବ୍ଲକର ଆଲମାଇଦା ଗାଁର ରାଜେନ୍ଦ୍ର ରାଇତ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ। ସେ ଜୁନ ୪ ତାରିଖରେ ରାଜସୀତାପୁର କୋଭିଡ୍‌ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ […]

Paralakhemundi

Paralakhemundi

Manoranjan Sial
  • Published: Friday, 11 June 2021
  • Updated: 11 June 2021, 04:55 PM IST

Sports

Latest News

ପାରଳାଖେମୁଣ୍ଡି(ଆଦର୍ଶ ଦାସ): କୋଭିଡ୍‌ ମୃତକଙ୍କ ଚିକିତ୍ସା ଅବହେଳା ଆଣିଲେ ପରିବାର ଲୋକେ। ଯେଉଁଥିପାଇଁ  କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ପାରଳାଖେମୁଣ୍ଡି ରାଜ ସୀତାପୁର କୋଭିଡ ମେଡିକାଲ୍‌ରେ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ଓ ସମ୍ପର୍କୀୟ ମେଡିକାଲ୍‌ ଆଗରେ ଧାରଣାରେ ବସିଛନ୍ତି।

ଗୁମ୍ମା ବ୍ଲକର ଆଲମାଇଦା ଗାଁର ରାଜେନ୍ଦ୍ର ରାଇତ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ। ସେ ଜୁନ ୪ ତାରିଖରେ ରାଜସୀତାପୁର କୋଭିଡ୍‌ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା। ରାଜେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ବେଳେ ହଠାତ ତାଙ୍କର ମୃତ୍ୟୁ କେମିତି ହେଲା ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ଚିକିତ୍ସା ଅବହେଳା ଅଭିଯୋଗରେ ପରିବାର ଓ ସମ୍ପର୍କୀୟ ଆଜି କୋଭିଡ୍‌ ହସ୍ପିଟାଲ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। ମୃତଦେହ ଖୋଲି ନଦେଇବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ।

ସେପଟେ ଜିଲ୍ଲା ପ୍ରଶାସନ କିନ୍ତୁ ସବୁ କିଛି ଠିକଠାକ୍ ଚାଲିଛି ବୋଲି କହିଛି। କୋଭିଡ୍‌ ନିୟମ ଅନୁସାରେ ମୃତଦେହ ଦେଖାଇ ଶେଷକୃତ ସମ୍ପନ୍ନ କରାଯିବ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସରୋଜ ବେହେରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story