କମେଣ୍ଟ ମାରିଲେ, ପ୍ରତିବାଦ କରିବାରୁ ଘରେ ପଶି ଭଙ୍ଗାରୁଜା କଲେ

ବାଲୁଗାଁ‍(ଓଡ଼ିଶା ରିପୋର୍ଟର): କମେଣ୍ଟ ମରାକୁ ପ୍ରତିବାଦ କରିବାରୁ ଘଟିଲା ତୁମୁଳକାଣ୍ଡ । କଲେଜ ଛାତ୍ରୀଙ୍କ ପରିବାର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ ସହ ସହ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ । ବାଲୁଗାଁ ସାମନ୍ତରାପୁର ବେହେରା ସାହିରେ ଜଣେ ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ପରିବାର ପକ୍ଷରୁ ଗତକାଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତକାଲି […]

Girl

Girl

Niharika Rout
  • Published: Tuesday, 02 March 2021
  • Updated: 02 March 2021, 01:28 PM IST

Sports

Latest News

ବାଲୁଗାଁ‍(ଓଡ଼ିଶା ରିପୋର୍ଟର): କମେଣ୍ଟ ମରାକୁ ପ୍ରତିବାଦ କରିବାରୁ ଘଟିଲା ତୁମୁଳକାଣ୍ଡ । କଲେଜ ଛାତ୍ରୀଙ୍କ ପରିବାର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ ସହ ସହ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ । ବାଲୁଗାଁ ସାମନ୍ତରାପୁର ବେହେରା ସାହିରେ ଜଣେ ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

ଛାତ୍ରୀଙ୍କ ପରିବାର ପକ୍ଷରୁ ଗତକାଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍ନ ୪ଟା ସମୟରେ ଛାତ୍ରୀଜଣକ ଘରକୁ ଫେରୁଥିବା ବେଳେ ଉକ୍ତ ଗାଁର ବିନାୟକ ବେହେରା ତାଙ୍କୁ କମେଣ୍ଟ ମାରିଥିଲେ। ଛାତ୍ରୀଜଣକ ଏନେଇ ଘରେ ଜଣାଇଥିଲେ। ପରେ ସନ୍ଧ୍ୟା ସମୟରେ ବିନାୟକଙ୍କ ସମେତ ସାହିର କିଛି ଲୋକ ଛାତ୍ରୀଙ୍କ ଘରେ ପଶି ପରିବାର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ସହ ଆସବାବପତ୍ର, ବାଇକ୍‌ ଆଦି ଭଙ୍ଗାରୁଜା କରିଥିଲେ।

ଏ ନେଇ ବାଲୁଗାଁ ଥାନାରେ ମାମଲା ହୋଇଛି । ପୁଲିସ୍‌ ଗାଁରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଉଭୟ ପକ୍ଷରୁ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । କିନ୍ତୁ ଏହି ଅଭିଯୋଗକୁ ଗ୍ରାମବାସୀ ଖଣ୍ଡନ କରିବା ସହ ଛାତ୍ରୀଙ୍କ ପରିବାର ମିଥ୍ୟା ଅଭିଯୋଗ ଆଣୁଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story