ପ୍ରବାସୀଙ୍କୁ ଛାଡ଼ି ପଳାଇଗଲା ପ୍ରଶାସନ ଗାଡ଼ି, ଜହ୍ନିକୁଦ ଘାଟରେ କଟିଲା ରାତି

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ପ୍ରବାସୀଙ୍କୁ ଏମିତି ମିଳୁଛି ସମ୍ମାନ। କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଛାଡ଼ିବା ପରିବର୍ତ୍ତେ ରାତିରେ ଅଧରେ ଅଧା ରାସ୍ତାରେ ପ୍ରବାସୀଙ୍କୁ ଛାଡ଼ି ଦିଆଯାଉଛି। ଏପରି ଘଟଣା ଗତକାଲି ରାତିରେ ପୁରୀ ଜିଲ୍ଲାରେ ଘଟିଛି। ପୂରା ଘଟଣା ଏମିତି। ଗତକାଲି ମହାରାଷ୍ଟ୍ରରୁ କେତେକ ପ୍ରବାସୀ ଏକ ବସ୍‌ ଭଡ଼ା କରି ଓଡ଼ିଶା ଆସିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ପଞ୍ଜୀକରଣ କରାଯାଇଥିଲା। ପରେ ପୁରୀ ଜିଲ୍ଲାର ୬ ଜଣଙ୍କୁ ଏକ କାର୍‌ରେ ପଠାଯାଇଥିଲା। ସେମାନଙ୍କ […]

krushnaprasada-block

krushnaprasada-block

Manoranjan Sial
  • Published: Friday, 22 May 2020
  • Updated: 22 May 2020, 01:55 PM IST

Sports

Latest News

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ପ୍ରବାସୀଙ୍କୁ ଏମିତି ମିଳୁଛି ସମ୍ମାନ। କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଛାଡ଼ିବା ପରିବର୍ତ୍ତେ ରାତିରେ ଅଧରେ ଅଧା ରାସ୍ତାରେ ପ୍ରବାସୀଙ୍କୁ ଛାଡ଼ି ଦିଆଯାଉଛି। ଏପରି ଘଟଣା ଗତକାଲି ରାତିରେ ପୁରୀ ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ଗତକାଲି ମହାରାଷ୍ଟ୍ରରୁ କେତେକ ପ୍ରବାସୀ ଏକ ବସ୍‌ ଭଡ଼ା କରି ଓଡ଼ିଶା ଆସିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ପଞ୍ଜୀକରଣ କରାଯାଇଥିଲା। ପରେ ପୁରୀ ଜିଲ୍ଲାର ୬ ଜଣଙ୍କୁ ଏକ କାର୍‌ରେ ପଠାଯାଇଥିଲା। ସେମାନଙ୍କ ଭିତରୁ ୪ ଜଣ ବାଣପୁରରେ ଓହ୍ଲାଇ ଥିଲେ। ଆଉ ୨ ଜଣଙ୍କୁ କୃଷ୍ଣପ୍ରସାଦ ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା ଅଭିଯୋଗ ହୋଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଚିଲିକା ମଝିରେ ଥିବା ମହିଁସା ବ୍ରହ୍ମପୁରା ଗାଁରେ ଛାଡ଼ିବାର ଥିଲା। ମାତ୍ର ତାହା କରାନଯାଇ ସେମାନଙ୍କୁ ଜହ୍ନିକୁଦାରେ ରାତି ପ୍ରାୟ ସାଢ଼େ ୧୨ଟା ଛାଡ଼ି ପଳାଇଯାଇଥିଲା ଗାଡ଼ି। ଆଉ ଗଲା ବେଳେ ପ୍ରବାସୀଙ୍କୁ କହିଗଲେ, ଡଙ୍ଗା ଆସିଲେ ଚାଲିଯିବ। କିଛି ଉପାୟ ନପାଇ ଜଣେ ବୃଦ୍ଧ ଓ ଆଉ ଜଣେ ଅସହାୟ ଯୁବତୀ ଚିଲିକା ତଟ ଜହ୍ନିକୁଦାରେ ରାତି କଟାଇଥିଲେ। ନିଜ ଗାଁ ମହିଁସା ବ୍ରହ୍ମପୁରାକୁ ଫେରିବା ପାଇଁ ଡଙ୍ଗାକୁ ଅପେକ୍ଷା କଲେ।

ଆଜି ସକାଳେ ଏହି ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଥିଲା। ମହିଁସା ବ୍ରହ୍ମପୁରା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଟୁନା କରଣ ନିଜେ ଡଙ୍ଗା ଚଳାଇ ଜହ୍ନିକୁଦାରେ ପହଞ୍ଚିଥିଲେ। ସେମାନଙ୍କୁ ଉଦ୍ଧାର କରି ନିଜ ପଞ୍ଚାୟତରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story