ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପିର ଟାର୍ଗେଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ବିଳମ୍ବକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପିର ଟାର୍ଗେଟ।  ରାଜ୍ୟରେ ପୌର ପରିଷଦରେ ଜନପ୍ରତିନିଧି ନାହାନ୍ତି । ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ । ତେଣୁ ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ତୁରନ୍ତ କରାଯାଉ। ସାଧାରଣ ଜନତାଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାନଯାଉ ବୋଲି ବିଜେପି ପ୍ରେସମିଟ୍‌ରେ କହିଛି । ୫ ଟି ମହାନଗର ଓ ୧୦୯ ପୌର ପରିଷଦରେ ଏପର୍ଯ୍ୟନ୍ତ ନିର୍ବାଚନ ହୋଇନାହିଁ  । […]

BJP-PITAMBAR

BJP-PITAMBAR

Tapas Behera
  • Published: Sunday, 25 July 2021
  • Updated: 25 July 2021, 06:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ବିଳମ୍ବକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପିର ଟାର୍ଗେଟ।  ରାଜ୍ୟରେ ପୌର ପରିଷଦରେ ଜନପ୍ରତିନିଧି ନାହାନ୍ତି । ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ । ତେଣୁ ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ତୁରନ୍ତ କରାଯାଉ। ସାଧାରଣ ଜନତାଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାନଯାଉ ବୋଲି ବିଜେପି ପ୍ରେସମିଟ୍‌ରେ କହିଛି ।

୫ ଟି ମହାନଗର ଓ ୧୦୯ ପୌର ପରିଷଦରେ ଏପର୍ଯ୍ୟନ୍ତ ନିର୍ବାଚନ ହୋଇନାହିଁ  । ନିର୍ବାଚନ ବିଳମ୍ବ ମାମଲାରେ ମୁଖ୍ୟ ନିର୍ବାଚନ ଅଧିକାରୀ ହାଇକୋର୍ଟ ଯାଆନ୍ତୁ, ୭ ଦିନ ମଧ୍ୟରେ ହାଇକୋର୍ଟ ନଗଲେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଅଣାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ।  ୨୦୧୮ ମସିହାରୁ କାର୍ଯ୍ୟକାଳ ସରିଥିବା ପୌର ସଂସ୍ଥାର ନିର୍ବାଚନ ଏଯାଏଁ ହୋଇନି ।  ତେଣୁ ରାଜ୍ୟ ନିର୍ବାଚନ କମିଶନ ପଦବୀରେ ବସିବାର ଅଧିକାର ନାହିଁ  ବୋଲି ବିଜେପି କହିଛି । ତାସହ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବା ନେଇ ଦାବି କରିଛି  ବିଜେପି।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରେସମିଟରେ ଦାବି ଉଠାଇଛନ୍ତି । ତେବେ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସହ ଶାସକ ଦଳର ନେତାଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story