୩ ଲକ୍ଷ ଟଙ୍କା ଧରି ପହଞ୍ଚିଲା ବେଳକୁ  ଭଉଣୀ ନଥିଲେ, ଶେଷ କରିଦେଇଥିଲେ !

କଟକ(ଓଡ଼ିଶା ରିପୋର୍ଟର): ଯୌତୁକ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ। ଏପରି ଘଟଣା ଘଟିଛି ନୟାଗଡ଼ ରଣପୁର ଅଞ୍ଚଳରେ। ୨୦୨୦ରେ ନୟାଗଡ଼ ନାଗପୁର ଅଞ୍ଚଳର ପତିତପାବନ ସାହୁଙ୍କ ଭଉଣୀ ସସ୍ମିତା କୁମାରୀ ସାହୁ ରଣପୁର ଥାନା ଅନ୍ତର୍ଗତ ରଙ୍କଦେଉଳି ଅଞ୍ଚ ର ଦୀପକ କୁମାର ସାହୁଙ୍କୁ ଯଥା ରୀତି ଅନୁସାରେ ବିବାହ କରିଥିଲେ। ବିବାହର କିଛି ଦିନ ଠିକ୍ ଠାକ୍ ଚାଲିଥିବା ବେଳେ ପରେ ଯୌତୁକ ପାଇଁ ଆରମ୍ଭ ହୋଇଯାଇଥିଲା ବିଭିନ୍ନ ପ୍ରକାର ନିର୍ଯାତନା । ସେ ବାବଦରେ […]

4bn

4bn

Tapas Behera
  • Published: Tuesday, 31 August 2021
  • Updated: 31 August 2021, 06:17 PM IST

କଟକ(ଓଡ଼ିଶା ରିପୋର୍ଟର): ଯୌତୁକ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ। ଏପରି ଘଟଣା ଘଟିଛି ନୟାଗଡ଼ ରଣପୁର ଅଞ୍ଚଳରେ। ୨୦୨୦ରେ ନୟାଗଡ଼ ନାଗପୁର ଅଞ୍ଚଳର ପତିତପାବନ ସାହୁଙ୍କ ଭଉଣୀ ସସ୍ମିତା କୁମାରୀ ସାହୁ ରଣପୁର ଥାନା ଅନ୍ତର୍ଗତ ରଙ୍କଦେଉଳି ଅଞ୍ଚ ର ଦୀପକ କୁମାର ସାହୁଙ୍କୁ ଯଥା ରୀତି ଅନୁସାରେ ବିବାହ କରିଥିଲେ। ବିବାହର କିଛି ଦିନ ଠିକ୍ ଠାକ୍ ଚାଲିଥିବା ବେଳେ ପରେ ଯୌତୁକ ପାଇଁ ଆରମ୍ଭ ହୋଇଯାଇଥିଲା ବିଭିନ୍ନ ପ୍ରକାର ନିର୍ଯାତନା । ସେ ବାବଦରେ ସସ୍ମିତା ପରିବାର ଲୋକଙ୍କୁ ଅବଗତ କରାଇଥିଲେ ।

ଆଉ ଟଙ୍କା ଆଣିବାକୁ ମଧ୍ୟ ଗୁହାରି କରିଥିଲେ। ତେବେ ପରିବାର ଲୋକେ ୩ ଲକ୍ଷ ଟଙ୍କା ଧରି ଯାଇଥିବା ବେଳେ ଗତ ଏପ୍ରିଲ ୨୧ ତାରିଖରେ ସସ୍ମିତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଥିଲେ। ଏ ନେଇ ପରିବାର ଲୋକେ ରଣପୁର ଥାନାରେ ଯୌତୁକ ପାଇଁ ହତ୍ୟା ଏତଲା ଦେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବାରୁ ଆଜି ପରିବାର ଲୋକେ ପୁଲିସ ଡିଜିଙ୍କୁ ଭେଟିବାକୁ ଆସିଥିଲେ। ଯଥା ଶୀଘ୍ର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଡିଜିଙ୍କୁ ଗୁହାରି କରିଛନ୍ତି।

ଭଉଣୀର ଭାଇ ପତିତପାବନ ସାହୁ କହିଛନ୍ତି ଯେ, ତାଙ୍କ ଭଉଣୀ ବିବାହର ୧୩ ମାସ ପରେ ଶାଶୂଘର ଲୋକେ ତାଙ୍କୁ ଯୌତୁକ ପାଇଁ ମାରିଦେଇଥିଲେ। ଆମେ ଏନେଇ ରଣପୁର ଥାନାରେ କେସ୍‌ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story