ଏନ୍‌ଏଚ୍‌ରେ ଓଲଟି ପଡ଼ିଲା ବସ୍‌; ଜଣେ ମୃତ, ୧୮ ଗୁରୁତର

ବୀରମିତ୍ରପୁର (ଓଡ଼ିଶା ରିପୋର୍ଟର): ୧୪୩ ନମ୍ୱର ଜାତୀୟ ରାଜପଥରେ ଆଜି ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ବୀରମିତ୍ରପୁରରୁ ରାଉରକେଲା ଆସୁଥିଲା ‘ରାହୁଲ୍‌’ ନାମକ ଏକ ଘରୋଇ ବସ୍‌। ତେବେ ୧୪୩ ନମ୍ବର ଜାତୀୟ ରାଜପଥ ଲାସେ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ […]

bus-accident-in-sundaragarh

bus-accident-in-sundaragarh

Manoranjan Sial
  • Published: Tuesday, 03 March 2020
  • Updated: 03 March 2020, 08:21 PM IST

Sports

Latest News

ବୀରମିତ୍ରପୁର (ଓଡ଼ିଶା ରିପୋର୍ଟର): ୧୪୩ ନମ୍ୱର ଜାତୀୟ ରାଜପଥରେ ଆଜି ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି।

ବୀରମିତ୍ରପୁରରୁ ରାଉରକେଲା ଆସୁଥିଲା ‘ରାହୁଲ୍‌’ ନାମକ ଏକ ଘରୋଇ ବସ୍‌। ତେବେ ୧୪୩ ନମ୍ବର ଜାତୀୟ ରାଜପଥ ଲାସେ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ବୀରମିତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story