କଟକ (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ଆଜି ଭୁବନେଶ୍ୱର, ଭଦ୍ରକ ଓ କଟକକୁ ୪୮ ଘଣ୍ଟା ଶଟ୍ ଡାଉନ କରି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ରାତି ଆଠରୁ ରବିବାର ରାତି ଆଠଟା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଲାଗୁ ହେବ । ତେବେ କ’ଣ ପାଇଁ ସରକାର ଶଟ୍ ଡାଉନ୍ ପାଇଁ ନିଷ୍ପତ୍ତି ନେଲେ ସେ ପ୍ରସଙ୍ଗରେ ରହସ୍ୟ ଖୋଲିଛନ୍ତି ଏସ୍ସିବି ଭେଷଜ ବିଭାଗ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା।
ସେ କହିଛନ୍ତି ଯେ, କରୋନା ଭୂତାଣୁ ଅନ୍ୟ ଭୂତାଣୁଙ୍କ ଠାରୁ ଟିକେ ଭିନ୍ନ ଧରଣର। ଏମାନେ ବାହ୍ୟ ସ୍ତରରେ ୪୮ରୁ ୭୨ ଘଣ୍ଟା ମଧ୍ୟରେ ମରିଯାନ୍ତି। କେବଳ ନାକ, ପାଟି, ଲାଳ ଦ୍ୱାରା ଏହି ଭୂତାଣୁ ବ୍ୟାପିଥାଏ।
ଡାକ୍ତର ଆହୁରି କହିଛନ୍ତି ଯେ, କରୋନା ଭୂତାଣୁ ପୋଷାକ, ବହି, ଚଷମା ଆଦିରେ ଥିଲେ ୪୮ରୁ ୭୨ ଘଣ୍ଟାରେ ମରିଯିବେ। ଯଦି ପୂର୍ଣ୍ଣ ସଟ୍ ଡାଉନ୍ କରାଯିବ, ତେବେ ଏହା ମରିଯିବେ, ବ୍ୟାପିବେନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।