ଫେସ୍‌ବୁକ୍‌ରେ ଫେକ୍ କୁଇନ୍‌ର ଖୋଲିଗଲା ମୁଖା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ) ଫେସ୍ ବୁକ୍‌ରେ ଫେକ୍ କୁଇନ୍‌ ଖୋଲିଲା ମୁଖା । ଆକାଉଣ୍ଟ ପ୍ରୋଫାଇଲରେ ନକଲି D.P. ଦ୍ୱାରା ଯୁବକମାନଙ୍କୁ ଫସାଇ ଲୁଟୁ ଥିଲା ଲକ୍ଷ ଲକ୍ଷ ଟଙ୍କା । କାହାକୁ ପ୍ରେମ ଜାଲରେ ତ କାହାକୁ ଇମୋସନାଲ୍ ବ୍ଳାକମେଲିଂ କରି ବାଲୁଗାଁ ଅଞ୍ଚଳର ଏହି ଫେକ୍ କୁଇନ୍ ପ୍ରିୟଙ୍କା ପରିଡ଼ାକୁ କମିଶନରେଟ୍ ପୁଲିସ ଗିରଫ କରିବା ପରେ ତାର ଠକାମିର ଗୋଟିଏ  ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ତାର ରାକେଟରେ ଆଉ କିଛି […]

57

57

Tapas Behera
  • Published: Saturday, 11 September 2021
  • Updated: 11 September 2021, 08:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ) ଫେସ୍ ବୁକ୍‌ରେ ଫେକ୍ କୁଇନ୍‌ ଖୋଲିଲା ମୁଖା । ଆକାଉଣ୍ଟ ପ୍ରୋଫାଇଲରେ ନକଲି D.P. ଦ୍ୱାରା ଯୁବକମାନଙ୍କୁ ଫସାଇ ଲୁଟୁ ଥିଲା ଲକ୍ଷ ଲକ୍ଷ ଟଙ୍କା । କାହାକୁ ପ୍ରେମ ଜାଲରେ ତ କାହାକୁ ଇମୋସନାଲ୍ ବ୍ଳାକମେଲିଂ କରି ବାଲୁଗାଁ ଅଞ୍ଚଳର ଏହି ଫେକ୍ କୁଇନ୍ ପ୍ରିୟଙ୍କା ପରିଡ଼ାକୁ କମିଶନରେଟ୍ ପୁଲିସ ଗିରଫ କରିବା ପରେ ତାର ଠକାମିର ଗୋଟିଏ  ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ତାର ରାକେଟରେ ଆଉ କିଛି ଯୁବତୀଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି ।

ସେ ହେଉଛି ମିସ୍ ୪୨୦ ପ୍ରିୟଙ୍କା ପ୍ରିୟଦର୍ଶନୀ ପରିଡ଼ା । ଫେସ୍‌ବୁକ୍‌ରେ ଫେକ୍ ଆଇଡି କରି ଲୋକଙ୍କୁ ଚୂନା ଲଗାଇବାରେ ମାହିର୍।  କେତେବେଳେ ଡାକ୍ତର, କେତେବେଳେ ବ୍ୟୁଟିସିଆନ୍,   ପୁଣି କେବେ ଟିଚର୍ । ସବୁ ପ୍ରୋଫାଇଲ୍ ପାଇଁ ଅଲଗା ଅଲଗା ଡି.ପି. । ମାନେ ଡିସ୍ପ୍ଲେ ପିକ୍ଚରରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ଯୁବବର୍ଗଙ୍କୁ କରୁଥିଲା ଆକର୍ଷିତ।  ପ୍ରେମ ଜାଲରେ ଫସାଇ କରୁଥିଲା ଲୁଟ୍ । ଟାର୍ଗେଟ୍ ଗ୍ରୁପ୍‌ରେ ଥିଲେ ଆଇଟି ପ୍ରଫେସନାଲ୍, ଡାକ୍ତର, ବ୍ୟବସାୟୀ, ଛାତ୍ର । ଶେଷରେ ପର୍ଦ୍ଦାଫାସ ହୋଇଛି ଏହି ବହୁରୂପୀ ଯୁବତୀର ଚେହେରା। ସହିଦ ନଗର ପୁଲିସ ହାତରେ ଧରାପଡ଼ିବା ପଲେ ସାମ୍ନାକୁ ଆସିଛି ତାର ଅସଲ ଚେହେରା ।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନାଚୁଣୀର ପ୍ରିୟଙ୍କା। ଗଲା ଦୁଇବର୍ଷ ଧରି ରାଜଧାନୀରେ ବିଭିନ୍ନ ଓୟୋ ହୋଟେଲରେ  ରହି ଆସୁଥିଲା ବୋଲି ଜଣାପଡିଛି।  ତାର ଏହି ଛଦ୍ମ ପରିଚୟର ଶିକାର ହୋଇ, ମିଛ କଥାରେ ପଡ଼ି ସାଢେ ୬ ଲକ୍ଷ ଟଙ୍କା ଲୁଟ୍‌ ଶିକାର ହୋଇଛନ୍ତି ଜଣେ ଆଇଟି ପ୍ରଫେସନାଲ । ସମାନ ଢଙ୍ଗରେ ଆଉ ଜଣେ ଯୁବକଙ୍କୁ ୪ ଲକ୍ଷ ଟଙ୍କର ଚୁନା ଲଗାଇଥିଲା ପ୍ରିୟଙ୍କା।

ପ୍ରଶ୍ନ ଉଠୁଛି ବିନା ସାମ୍ନା ସାମ୍ନି ଦେଖାରେ କେମିତି ଲକ୍ଷ ଲକ୍ଷ ଟଙ୍କା ଦେଇ ଦେଉଥିଲେ ଲୁଟ୍‌ର ଶିକାର ଯୁବକ। ଜଣାପଡ଼ିଛି ଯେ, ଧରା ନପଡିବା ପାଇଁ  ପ୍ରିୟଙ୍କା, ଟଙ୍କା ଆଣିବାକୁ ନିଜେ ନଯାଇ ଅନ୍ୟ ସୁନ୍ଦରୀ ଝିଆମାନଙ୍କୁ ପଠାଉଥିଲେ । କେତେକ କେସ୍‌ରେ ନିଜକୁ ପ୍ରିୟଙ୍କାର ଭଉଣୀ ବୋଲି ପରିଚୟ ଦେଇ ନିଜେ ଟଙ୍କା ଆଣୁଥିଲା । କେହି ସନ୍ଦେହ କରି ଭିଡିଓ କଲ୍ କଲେ ସେ ବିଭିନ୍ନ ବାହାନା କରି ଖସିଯାଉଥିଲା । କିମ୍ବା କଲ୍ ବେଳେ ଚେହେରା ଦେଖାଉନଥିଲା।

ମିସ୍ ୪୨୦ ପ୍ରିୟଙ୍କାର ଏହି ରାକେଟ୍‌ରେ ଆଉ କିଛି ଯୁବତୀ ଓ କିଛି ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି । ଗିରଫ ପରେ ତାଠାରୁ ୧ ଲକ୍ଷ ୩୩ ହଜାର ନଗଦ ଟଙ୍କା, ବ୍ୟାଙ୍କ୍ ପାସ୍‌ବୁକ୍, ଏଟିଏମ୍ କାର୍ଡ ଓ ମୋବାଇଲ୍ ଫୋନ୍ ଜବତ କରାଯାଇଛି । ତାକୁ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରୁଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story