ବିଦ୍ୟୁତ୍ ଦରକୁ ନେଇ ସରକାରଙ୍କ ଚଞ୍ଚକତା !

  ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଦ୍ୟୁତ୍ ଦରକୁ ନେଇ ସରକାରଙ୍କ ଚଞ୍ଚକତା ଅଭିଯୋଗ । ଏପ୍ରିଲରେ ହୋଇଥିବା ଦର ବୃଦ୍ଧିକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିବା ପରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ମନ୍ତ୍ରୀ।  ତେବେ ୪ ମାସ ହେଲା ରିଭ୍ୟୁ ପିଟିସନର ନାଁ ଗନ୍ଧ ନଥିବା ବେଳେ ପୁଣି ଦର ବଢାଇବାକୁ ଓଇଆରସିଙ୍କ ନିକଟରେ ଆବେଦନ କରିଛି ଓଡିଶା ଜଳ ବିଦ୍ୟୁତ୍ ନିଗମ। – ଓଏଚସି ଜୁଲାଇ ୨୮ରେ ହୋଇଥିବା ଏହି […]

Tapas Behera
  • Published: Wednesday, 08 September 2021
  • Updated: 08 September 2021, 09:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଦ୍ୟୁତ୍ ଦରକୁ ନେଇ ସରକାରଙ୍କ ଚଞ୍ଚକତା ଅଭିଯୋଗ । ଏପ୍ରିଲରେ ହୋଇଥିବା ଦର ବୃଦ୍ଧିକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିବା ପରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ମନ୍ତ୍ରୀ।  ତେବେ ୪ ମାସ ହେଲା ରିଭ୍ୟୁ ପିଟିସନର ନାଁ ଗନ୍ଧ ନଥିବା ବେଳେ ପୁଣି ଦର ବଢାଇବାକୁ ଓଇଆରସିଙ୍କ ନିକଟରେ ଆବେଦନ କରିଛି ଓଡିଶା ଜଳ ବିଦ୍ୟୁତ୍ ନିଗମ। - ଓଏଚସି ଜୁଲାଇ ୨୮ରେ ହୋଇଥିବା ଏହି ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ରାସ୍ତାକୁ ଓହ୍ଲାଇଛି ବିଜେପି । ଦଳ ପକ୍ଷରୁ ଆଜି ମାଷ୍ଟରକ୍ୟାଣ୍ଟିନରୁ ବିଧାନସଭା ଯାଏଁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି।

ବର୍ତ୍ତମାନର ଦର ୟୁନିଟ ପିଛା ୮୯.୨୮ ପଇସାକୁ  ବଢାଇ ୯୫.୩୬ ପଇସା କରିବାକୁ  ଜୁଲାଇ ୨୮ରେ ଓଇଆରସିରେ ଆବେଦନ  କରିଛି  ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ-ଓଏଚପିସି । ଏହା ଉପରେ ଶୁଣାଣି ବି ଆରମ୍ଭ ହୋଇଛି।  ତେବେ ବିରୋଧୀ ବିଜେପି ଓ କଂଗ୍ରେସ ସମେତ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଏହାକୁ ଜୋରଦାର ବିରୋଧ କରିଛନ୍ତି ।  କାରଣ ଗ୍ରିଡକୋ ଓଏଚସିସିଠାରୁ ଅଧିକ ଦରରେ ବିଦ୍ୟୁତ୍ କିଣିଲେ ବିତରଣ କଂପାନୀଙ୍କ ଜରିଆରେ ଗ୍ରାହକଙ୍କଠାରୁ ସେଇ ଅର୍ଥ ଆଦାୟ କରିବ । ତେଣୁ ଗ୍ରାହକଙ୍କ ଉପରେ ହିଁ ବୋଝ ବଢିବ । ତେଣେ ଏପ୍ରିଲରେ ଗ୍ରିଡକୋ ପାଇଁ ବଢିଥିବା ଶୁଳ୍କକୁ ବିରୋଧ କରି ବିଭିନ୍ନ ଘରୋଇ ଅନୁଷ୍ଠାନ ପକ୍ଷରୁ ଦାୟର ରିଭ୍ୟୁ ପିଟିସନର ଶୁଣାଣୀ ଚାଲିଥିବା ବେଳେ କଂପାନୀ ପୁଣି ଥରେ କାହିଁକି ଦର ବଢାଇବା ପାଇଁ ଆବେଦନ କରିଛି ତାକୁ ନେଇ ଉଠିଛି ପ୍ରଶ୍ନ।

୨୦୨୦-୨୧ ବର୍ଷରେ ୟୁନିଟ ପିଛା ୯୫.୩୬ ପଇସାରେ ଗ୍ରୀଡକୋକୁ ବିଦ୍ୟୁତ୍‌ ବିକିବାକୁ ଆବେଦନ କରିଥିଲା ଓଏଚ୍ପିସି ।  ତେବେ ଏପ୍ରିଲରୁ ଲାଗୁ ହୋଇଥିବା ନୂଆ ଟାରିଫ ଅର୍ଡରରେ ୟୁନିଟ୍ ପିଛା ୮୯.୨୮ ପଇସା ସ୍ଥିର କରିଥିଲେ ଓଇଆରସି । ତେବେ ଏହାକୁ ନେଇ ଖଡ୍ଗହସ୍ତ ହୋଇଥିଲେ ବିରୋଧୀ । ବିଧାନସଭାରେ ସୃଷ୍ଟି ହୋଇଥିଲା ଝଡ଼ । ତେବେ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ରିଭ୍ୟୁ ପିଟିସନ ଦାଖଲ କରାଯିବ ବୋଲି ସେତେବେଳେ ଗୃହକୁ ଆଶ୍ୱସ୍ତ କରିଥିଲେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।  ମାତ୍ର ୪ ମାସ ବିତି ଯାଇଥିଲେ ମଧ୍ୟ ଏନେଇ ସରକାର କୌଣସି ପଦକ୍ଷେପ ନେଇନଥିବା ବେଳେ ପୁଣି ବିଦ୍ୟୁତ୍  ଦର ବଢାଇବାକୁ ଆବେଦନ କରିଛି  ଓଏଚ୍ପିସି  । ଏହା ଗ୍ରାହକଙ୍କୁ ଧୋକ୍କା ବୋଲି  ବିଜେପି ଅଭିଯୋଗ କରିଥିବା ବେଳେ ସରକାର ମିଛୁଆ ବୋଲି କହିଛି କଂଗ୍ରେସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story