ଦୀପାବଳିରେ କେଉଁ ବାଣ ଫୁଟାଇବେ , କହିଲେ ହାଇକୋର୍ଟ

କଟକ(ଓଡ଼ିଶା ରିପୋର୍ଟର): ଏଥର ଦୀପାବଳିରେ ଫୁଟିବ ଗ୍ରୀନ୍ କ୍ରାକର। ବାଣ ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ। କେବଳ ଗ୍ରୀନ୍ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। PESO ଅନୁମତିପ୍ରାପ୍ତ କ୍ରାକର ଫୁଟାଇ ହେବ କହିଲେ ହାଇକୋର୍ଟ। ପୂର୍ବରୁ ସବୁଜ ବାଣ ନେଇ ସୁପ୍ରିମକୋର୍ଟ ମଧ୍ୟ ଅର୍ଡ଼ର ଦେଇଥିଲେ। ମୁଖ୍ୟତ ଏହି ଏହି ବାଣଗୁଡ଼ିକ ସାଧାରଣ ଭାବେ ବ୍ୟବହାର ହେଉଥିବା ଅନ୍ୟ ବାଣ ଅପେକ୍ଷା କମ୍‌ କ୍ଷତିକାରକ ଓ ଏଥିରେ ବହୁତ୍‌ କମ୍‌ ମାତ୍ରାରେ ରାସାୟନିକ ପଦାର୍ଥ ମିଶିଥାଏ […]

cracker

cracker

Tapas Behera
  • Published: Monday, 01 November 2021
  • Updated: 01 November 2021, 04:43 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଏଥର ଦୀପାବଳିରେ ଫୁଟିବ ଗ୍ରୀନ୍ କ୍ରାକର। ବାଣ ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ। କେବଳ ଗ୍ରୀନ୍ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। PESO ଅନୁମତିପ୍ରାପ୍ତ କ୍ରାକର ଫୁଟାଇ ହେବ କହିଲେ ହାଇକୋର୍ଟ। ପୂର୍ବରୁ ସବୁଜ ବାଣ ନେଇ ସୁପ୍ରିମକୋର୍ଟ ମଧ୍ୟ ଅର୍ଡ଼ର ଦେଇଥିଲେ।

ମୁଖ୍ୟତ ଏହି ଏହି ବାଣଗୁଡ଼ିକ ସାଧାରଣ ଭାବେ ବ୍ୟବହାର ହେଉଥିବା ଅନ୍ୟ ବାଣ ଅପେକ୍ଷା କମ୍‌ କ୍ଷତିକାରକ ଓ ଏଥିରେ ବହୁତ୍‌ କମ୍‌ ମାତ୍ରାରେ ରାସାୟନିକ ପଦାର୍ଥ ମିଶିଥାଏ । ଏଥିରେ କେମିକାଲ୍‌ ଫର୍ମୁଲେସନ୍‌ ଏମିତି ହୋଇଥାଏ ଯାହା ପାଣିର ମଲିକ୍ୟୁଲ୍‌ ବା ଅତି ସୂକ୍ଷ୍ମ କଣିକା ସୃଷ୍ଟି କରିଥାଏ। ଏହା କ୍ଷତିକାରକ ରାସାୟନିକ ପଦାର୍ଥ କ୍ଷରଣ ସ୍ତରକୁ କମ୍‌ କରିବା ସହ ଧୂଳିକଣାକୁ ଶୋଷି ନେଇଥାଏ।
ମୁଖ୍ୟତଃ ଏହା ଲାଇଟ୍‌ ଓ ସାଉଣ୍ଡ୍‌ ସୋ ହୋଇଥାଏ, ଯାହା କମ୍‌ ପ୍ରଦୂଷଣ କରିଥାଏ।

ପାର୍ଟିକୁଲେଟ୍‌ ମେଟର୍‌, ନାଇଟ୍ରସ୍‌ ଅକ୍ସାଇଡ୍‌ ଓ ସଲ୍‌ଫର୍‌ ଅକ୍ସାଇଡ୍‌ ଭଳି ପ୍ରଦୂଷକ ୩୦-୩୫ ପ୍ରତିଶତ କମ୍‌ କରିଥାଏ। ସେହିପରି କମ୍‌ ଆଲ୍‌ମିନିୟମ୍‌ ଥିବା ବାଣ, ଯାହା କମ୍‌ ପ୍ରଦୂଷଣ କରିଥାଏ। ବିଜ୍‌ଲି ବାଣ, ଯେଉଁଥିରେ ବାରୁଦର ବ୍ୟବହାର ହୋଇ ନ ଥାଏ। ଏମିତି ସବୁ ବାଣ ଯେଉଁଥିରେ ଆଣ୍ଟିମନି, ଲିଥିୟମ୍‌, ମର୍‌କ୍ୟୁରି, ଆର୍ସେନିକ୍‌ ଆଦି କ୍ଷତିକାରକ ଜିନିଷର ମିଶ୍ରଣ ହୋଇ ନ ଥାଏ। ଏହି ସବୁ ବାଣକୁ ସବୁଜ ବାଣ କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story