ହୋଟେଲରେ ଚାଲିଥିଲା ଅନୈତିକ ଖେଳ, ସିଲ କଲା ପୁଲିସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱରର ଏକ ସେକ୍ସ ରାକେଟ୍ ଠାବ ପରେ ସିଲ୍ ହେଲା ହୋଟେଲ୍ । ଆଜି କମିଶନରେଟ୍ ପୁଲିସ ଟିମ୍ ହୋଟେଲକୁ ସିଲ୍ କରିଛି। ରାକେଟ ଚଳାଉଥିବା ଗ୍ୟାଙ୍ଗକୁ ଧରିଛି ପୁଲିସ। କଳିଙ୍ଗନଗର k1ରେ ଥିବା ଏକ ଓୟୋ ହୋଟେଲରେ ଏହି ରାକେଟ୍ ଚାଲିଥିଲା ପୁଲିସ ଆଜି ଏଠାରେ ଚଢାଉ କରି ୮ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି ।  ବିଶେଷ ସୂତ୍ରରୁ ଖବର ପାଇ ଭରତପୁର […]

sex-racket

sex-racket

Tapas Behera
  • Published: Sunday, 05 September 2021
  • Updated: 05 September 2021, 03:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱରର ଏକ ସେକ୍ସ ରାକେଟ୍ ଠାବ ପରେ ସିଲ୍ ହେଲା ହୋଟେଲ୍ । ଆଜି କମିଶନରେଟ୍ ପୁଲିସ ଟିମ୍ ହୋଟେଲକୁ ସିଲ୍ କରିଛି। ରାକେଟ ଚଳାଉଥିବା ଗ୍ୟାଙ୍ଗକୁ ଧରିଛି ପୁଲିସ। କଳିଙ୍ଗନଗର k1ରେ ଥିବା ଏକ ଓୟୋ ହୋଟେଲରେ ଏହି ରାକେଟ୍ ଚାଲିଥିଲା ପୁଲିସ ଆଜି ଏଠାରେ ଚଢାଉ କରି ୮ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି ।  ବିଶେଷ ସୂତ୍ରରୁ ଖବର ପାଇ ଭରତପୁର ପୁଲିସ ଏଠାରେ ରେଡ୍ କରିଥିଲା । ଚଢାଉ ବେଳେ ଏଠାରୁ ମଦ ବୋତଲ, ଆପତ୍ତି ଜନକ ସାମଗ୍ରୀ ଜବତ କରାଯାଇଛି । ତେବେ ଏହି ରାକେଟର ମୁଖ୍ୟ କୁହାଯାଉଥିବା ହୋଟେଲ ମାଲିକ ଫେରାର ହୋଇଯାଇଛନ୍ତି। କିଛି ଦିନ ପୂର୍ବେ ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ୨ଟି ବାର୍- ପେଣ୍ଟାଗନ୍ ଓ ନଶାକୁ ସିଲ୍ କରିଥିଲା ପୁଲିସ।  ଏହି ଦୁଇଟି ବାର୍‌କୁ ସିଲ୍ କରିଛି ବିଡିଏ । ସପ୍ତାହାନ୍ତ ଶଟ୍‌ଡାଉନ୍‌ ବେଳେ ନଶା ବାର୍‌ରେ ମଦ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା। ତେଣୁ ଏହାକୁ ସିଲ୍ କରାଯାଇଛି। ସେହିପରି ଶଟ୍‌ଡାଉନ୍‌ରେ ବେଳେ ପେଣ୍ଟାଗନ୍‌ ବାରରେ ଜୁଆ ଖେଳ ହେଉଥିଲା। ଏଠାରୁ ୩ ଜଣ ଯୁବତୀଙ୍କ ସମେତ ୧୩ ଜଣଙ୍କୁ ଧରିଥିଲା କମିଶନରେଟ୍ ପୁଲିସ୍‌। ସେମାନଙ୍କ ଠାରୁ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story