ଓଡ଼ିଶାର ପଞ୍ଚମ ‘କରୋନା’ ରୋଗୀଙ୍କ ସଂସ୍ପର୍ଶରେ କେତେ ଜଣ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ୱିତ ରାତିରେ ଓଡ଼ିଶାରେ ପଞ୍ଚମ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଏବେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଏହି ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ସୂର୍ଯ୍ୟନଗର ବାସିନ୍ଦା ବୋଲି ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି। ତେବେ ରାଜ୍ୟରେ ପଞ୍ଚମ ରୋଗୀ ଚିହ୍ନଟ ହେବା ପରେ ତନାଘନା ଆରମ୍ଭ ହୋଇଛି। ରୋଗୀ ଜଣଙ୍କ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ତଥ୍ୟ ଖୋଜା ଚାଲିଛି। ଡିଏମ୍ଇଟି […]

s

s

Tapaswini Nayak
  • Published: Thursday, 02 April 2020
  • Updated: 02 April 2020, 02:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ୱିତ ରାତିରେ ଓଡ଼ିଶାରେ ପଞ୍ଚମ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଏବେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଏହି ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ସୂର୍ଯ୍ୟନଗର ବାସିନ୍ଦା ବୋଲି ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି। ତେବେ ରାଜ୍ୟରେ ପଞ୍ଚମ ରୋଗୀ ଚିହ୍ନଟ ହେବା ପରେ ତନାଘନା ଆରମ୍ଭ ହୋଇଛି। ରୋଗୀ ଜଣଙ୍କ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ତଥ୍ୟ ଖୋଜା ଚାଲିଛି।

ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗଠନ ହୋଇଛି। ରୋଗୀଙ୍କ ସମ୍ପର୍କୀୟଙ୍କ ସମେତ ତାଙ୍କ ସଂସ୍ପର୍ଶରେ କେତେ ଜଣ ଆସିଛନ୍ତି, ସେ ନେଇ ଅନୁଧ୍ୟାନ କରାଯାଉଛି। ଅନୁଧ୍ୟାନ ପରେ ହିଁ ଜଣାପଡ଼ିବ।

ସେ ଆହୁରି କହିଛନ୍ତି ଯେ, ଗତକାଲି ରାତିରୁ ବିଭାଗର ଏକ ସର୍ଭିଲାନ୍ସ ଟିମ୍ ଏହି କାର୍ଯ୍ୟରେ ଲାଗିଛନ୍ତି। ପଞ୍ଚମ କରୋନା ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ। ସେ ବହୁବିଧ ବ୍ୟାଧିରେ ପୀଡ଼ିତହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନ୍ୟ ଏକ ଟ୍ୱିଟ୍‌ରେ କୁହାଯାଇଛି ଯେ ମଙ୍ଗଳବାର ୬୧୦ ଟି ନମୂନା ପରୀକ୍ଷା କରାଯାଇଥିଲା। ଏହାପରେ ବୁଧବାର ୨୯୦ ନମୂନା ପରୀକ୍ଷା କରାଯାଇଥିଲା। ଏମଧ୍ୟରୁ ଆରଏମ୍‌ଆରସିରେ ୨୨୬ ନମୂନାରୁ ସମସ୍ତ ନମୂନା ନେଗେଟିଭ୍‌ ଆସିଛି। ସେହିଭଳି ଏମ୍ସର ୫୩ ନମୂନାରୁ ଗୋଟିଏ ପଜିଟିଭ୍‌ ଆସିଛି। ଏନ୍ୟପକ୍ଷରେ ଏସ୍‌ସିବିର ସମସ୍ତ ୧୧ ନମୁନା ନେଗେଟିଭ୍‌ ଆସିଛି।

ଏହା ପୂର୍ବରୁ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଥିବା ଦ୍ୱିତୀୟ କରୋନା ଆକ୍ରାନ୍ତ  ଗତକାଲି ଡିସ୍‌ଚାର୍ଜ ହୋଇଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ଓ କରୋନା ଟେଷ୍ଟ ନେଗେଟିଭ୍ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story