‘ମୋ’ ଝିଅକୁ ପିଟି ପିଟି ମାରିଦେଲେ, ତାଙ୍କୁ କଡ଼ା ଶାସ୍ତି ଦିଅ’

ବାଲୁଗାଁ(ଶକ୍ତି ପ୍ରସାଦ ସାହୁ): ‘ଅଧିକ ଯୌତୁକ ପାଇଁ ମୋ’ ଝିଅକୁ ଶାଶୁ ଘର ଲୋକେ ପିଟି ପିଟି ମାରି ଦେଇଛନ୍ତି। ତା’ ଶରୀରରେ ଗଭୀର କ୍ଷତ ଅଛି। ମୋ’ ଝିଅକୁ ନ୍ୟାୟ ମିଳୁ । ତା’ ହତ୍ୟାକାରୀଙ୍କୁ କଡ଼ା ଶାସ୍ତି ମିଳୁ । ’  କୋହଭରା କଣ୍ଠରେ ଏପରି କହି ନ୍ୟାୟ ଭିକ୍ଷା କରିଛନ୍ତି ଜଣେ ବାପା । ଏପରି ସାଂଘାତିକ ଘଟଣା ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସିଙ୍ଗେଶ୍ୱରରେ ଘଟିଛି। ଅଧିକ […]

torture

torture

Niharika Rout
  • Published: Friday, 02 September 2022
  • Updated: 02 September 2022, 04:21 PM IST

Sports

Latest News

ବାଲୁଗାଁ(ଶକ୍ତି ପ୍ରସାଦ ସାହୁ): ‘ଅଧିକ ଯୌତୁକ ପାଇଁ ମୋ’ ଝିଅକୁ ଶାଶୁ ଘର ଲୋକେ ପିଟି ପିଟି ମାରି ଦେଇଛନ୍ତି। ତା’ ଶରୀରରେ ଗଭୀର କ୍ଷତ ଅଛି। ମୋ’ ଝିଅକୁ ନ୍ୟାୟ ମିଳୁ । ତା’ ହତ୍ୟାକାରୀଙ୍କୁ କଡ଼ା ଶାସ୍ତି ମିଳୁ । ’  କୋହଭରା କଣ୍ଠରେ ଏପରି କହି ନ୍ୟାୟ ଭିକ୍ଷା କରିଛନ୍ତି ଜଣେ ବାପା । ଏପରି ସାଂଘାତିକ ଘଟଣା ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସିଙ୍ଗେଶ୍ୱରରେ ଘଟିଛି।

ଅଧିକ ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ବୋହୂକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି।  ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ଓ ତାଙ୍କ ବାପାଙ୍କୁ ବାନ୍ଧିଛି ବାଲୁଗାଁ ପୁଲିସ । ମୃତା ମହିଳା ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ମୋରଡା ଗାଁର ସ୍ୱାଗତିକା ପଣ୍ଡା ।

ସ୍ୱାଗତିକା ୨ ବର୍ଷ ପୂର୍ବେ ବାଲୁଗାଁ ସିଙ୍ଗେଶ୍ୱର ଗ୍ରାମର ଅରୁଣ ହୋତାଙ୍କ ପୁଅ ପ୍ରିତମ ହୋତାଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ କନ୍ୟା ସନ୍ତାନ ଅଛି।  ପୂର୍ବରୁ ଶାଶୁ ଘର ଲୋକେ ସ୍ୱାଗତିକାଙ୍କୁ ଅଧିକ ଯୌତୁକ ଆଣିବାକୁ କହି ନିର୍ଯାତନା ଦେଉଥିଲେ।

ଗତକାଲି ରାତିରେ ସ୍ୱାଗତିକା ନିଜ ମାମୁଙ୍କ ପାଖକୁ ଫୋନ୍‌ କରି ଶାଶୁ ଘରୁ ନେଇଯିବାକୁ କାନ୍ଦି କାନ୍ଦି କହିଥିଲେ। ଏହାପରେ ମାମୁ ତୁରନ୍ତ ତାଙ୍କ ଶାଶୁ ଘରେ ପହଞ୍ଚିଥିବା ବେଳେ ସେଠାରେ ସ୍ୱାଗତିକାଙ୍କୁ ପାଇ ନ ଥିଲେ। ଏହାପରେ ସେ ହସ୍ପିଟାଲ ଯାଇଥିବା ଖବର ପାଇ ସେଠାକୁ ଯାଇଥିଲେ। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇ ସାରିଥିବା ଦେଖିବାକୁ ପାଇଥିଲେ।  ଏ ସଂକ୍ରାନ୍ତରେ  ସ୍ୱାଗତିକାଙ୍କ ପରିବାର ଲୋକେ ତାଙ୍କ ସ୍ୱାମୀ ପ୍ରିତମ ହୋତା, ଶ୍ୱଶୁର ଅରୁଣ ହୋତା ଓ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍‌ ଏହି ମାମଲାରେ ପ୍ରିତମ ଓ ତାଙ୍କ ବାପାଙ୍କୁ ଗିରଫ କରିଛି।

ଏନେଇ ବାଲୁଗାଁ ଏସ୍‌ଡିପିଓ କହିଛନ୍ତି, ମୃତା ମହିଳାଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ ମାମଲା ରୁଜୁ କରିଛୁ। ଝିଅର ସ୍ୱାମୀ ଓ ପରିବାର ଲୋକଙ୍କ ନାଁରେ ବଧୂହତ୍ୟା ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରୁଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ ।  ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story