ପୁରୀରେ ସର୍ବାଧିକ ୧୪୫, ଭୁବନେଶ୍ୱରରେ ୧୧୯ ମିମି ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଆଉ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ବର୍ଷା । ଗତକାଲିଠାରୁ ଝିପଝିପ ବର୍ଷା ହେଉଥିବା ବେଳେ ଆଜି ସକାଳଠୁ ପ୍ରବଳ ବର୍ଷା ହେଉଛି। ଆଜି ସକାଳ ୮ଟା ୩୦ରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୧୪୫ ଓ ଭୁବନେଶ୍ୱରରେ ୧୧୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ଅବପାତରେ ପରିଣତ […]

rain

rain

Tapas Behera
  • Published: Sunday, 12 September 2021
  • Updated: 12 September 2021, 07:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଆଉ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ବର୍ଷା । ଗତକାଲିଠାରୁ ଝିପଝିପ ବର୍ଷା ହେଉଥିବା ବେଳେ ଆଜି ସକାଳଠୁ ପ୍ରବଳ ବର୍ଷା ହେଉଛି। ଆଜି ସକାଳ ୮ଟା ୩୦ରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୧୪୫ ଓ ଭୁବନେଶ୍ୱରରେ ୧୧୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ବର୍ଷାର ପରିମାଣ ବି ବଢ଼ିବ।  ସେଥିପାଇଁ ଆଜି ୭ ଜିଲ୍ଲା ଓ ଆସନ୍ତାକାଲି ୫ ଜିଲ୍ଲାରେ ଜାରି କରାଯାଇଛି ରେଡ୍ ଓ୍ୱାର୍ଣ୍ଣିଂ। ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବେହାଲ ରାଜଧାନୀ ଭୁବନେଶ୍ୱର । ଇସ୍କନ ମନ୍ଦିର ସମ୍ମୁଖରେ କୃତ୍ରିମ ବନ୍ୟା ସ୍ଥିତି । ବୁଡିଲା ବୋଲେରୋ, ଭାସିଲା ଟ୍ରାକ୍ଟର । ଜାତୀୟ ରାଜପଥରେ ଘଂଟା ଘଂଟା ଧରି ଚାଲିଲା ପାଣିର ପ୍ରବଳ ସୁଅ । ସମାନ ସ୍ଥିତି ରାଜଧାନୀର ବମିଖାଲ ଅଂଚଳରେ ରାସ୍ତା ଉପରେ ଅଣ୍ଟାଏ ପାଣି।  ଘର, ଆପାର୍ଟମେଣ୍ଟ ଭିତରେ ବି ପାଣି ପଶିଲା । ଗାଡି ମୋଟର ବୁଡିଗଲା । ଲଘୁଚାପ ବର୍ଷାରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନ ଜଳବନ୍ଦୀ ହୋଇଛି।

କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କୋଣାର୍କରେ ଗତକାଲିଠାରୁ ଜାରି ରହିଛି ବର୍ଷା । ଜଗତସିଂହପୁରରେ ପ୍ରବଳ ବର୍ଷା ଯୋଗୁଁ ଘର ଭିତରେ ଅଂଟାଏ ପାଣି ଜମିଛି । ପାରାଦୀପ ମୁଖ୍ୟ ରାସ୍ତାରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି ।  ଦୋକାନ ବଜାର ଏବଂ ବସ୍ତିରେ ପାଣି ପଶିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ସେହିପରି କୁଜଙ୍ଗ ପୋଲିସ୍ କ୍ୱାର୍ଟରରେ ବର୍ଷା ପାଣି ପଶିଥିବା ଦେଖିବାକୁ ମିଳିଥିଲା।

ସେପଟେ କେନ୍ଦ୍ରାପଡାରେ ବି ଜାରି ରହିଛି ବର୍ଷା । ଦୁଇ ଦିନର ବର୍ଷାରେ ସଦର ଥାନା ଭରତପୁରରେ ଭୁଶୁଡିପଡିଛି ଘର । କାନ୍ଥ ପଡି ଗୁରୁତର ହୋଇଛନ୍ତି ଜଣେ ମହିଳା। ଲଗାଣ ବର୍ଷାରେ ଜଳବନ୍ଦୀ ବ୍ଲାକ ପାଗୋଡ଼ା ରାତି ତମାମ ବର୍ଷା ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଜମି ରହିଲା ପାଣି । ବର୍ଷା ଭିତରେ ଛତା ଧରି ଆଣ୍ଠୁଏ ପାଣିରେ କୋଣାର୍କ ବୁଲିଥିଲେ ପର୍ଯ୍ୟଟକ ।  ପରେ ପମ୍ପ ଲଗାଇ ମନ୍ଦିର ପରିସରରେ ଜମିଥିବା ପାଣି ବାହାର  କରାଯାଇଥିଲା। ସେପଟେ ଲଗାଣ ବର୍ଷାରେ ଫୁଲୁଛି ଜଳକା । ବାଲେଶ୍ୱର ଜିଲ୍ଲା ମଥାନୀରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।  ଏଠାରେ ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ୫.୬ ମିଟର ଉପରେ ଜଳର ପ୍ରବଳ ସୁଅ ଚାଲୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story