କରୋନା ସଂକ୍ରମଣ ସଂଖ୍ୟା ୬ ହଜାର ଛୁଇଁଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୯୬୨ରେ ପହଂଚିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୩୮ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ସର୍ବାଧିକ ସକ୍ରିୟ ରୋଗୀ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଥିବାବେଳେ ଖୋର୍ଦ୍ଧା ତୃତୀୟ ସ୍ଥାନରେ ରହିଛି। ଅବଶ୍ୟ ରାଜ୍ୟର ୧୬ଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ […]

corona

corona

Manoranjan Sial
  • Published: Thursday, 25 June 2020
  • Updated: 25 June 2020, 07:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୯୬୨ରେ ପହଂଚିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୩୮ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ସର୍ବାଧିକ ସକ୍ରିୟ ରୋଗୀ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଥିବାବେଳେ ଖୋର୍ଦ୍ଧା ତୃତୀୟ ସ୍ଥାନରେ ରହିଛି। ଅବଶ୍ୟ ରାଜ୍ୟର ୧୬ଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଆଜିସୁଦ୍ଧା ମୋଟ ୫୯୬୧ଟି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୧୨୩ଜଣ ସୁସ୍ଥ ହୋଇଛନ୍ତି। ଏବେ ୧୮୧୫ଜଣ ସଂକ୍ରମିତ ରୋଗୀ ସକ୍ରିୟ ଥିବାବେଳେ ୨୪ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମରେ ସର୍ବାଧିକ ସକ୍ରିୟ ରୋଗୀ ୩୫୧, ଗଜପତିରେ ୨୮୬ ଓ ଖୋର୍ଦ୍ଧାରେ ୨୭୪ ଥିବାବେଳେ କଟକ ଓ ବାଲେଶ୍ୱର ଜିଲ୍ଲାରେ ଏବେ ୧୦୦ରୁ ଅଧିକ ରୋଗୀ ସକ୍ରିୟ ସଂକ୍ରମିତ ଅଛନ୍ତି। ଗତକାଲି ସୁଦ୍ଧା ୨ଲକ୍ଷ ୩୯ହଜାର ୮୧୫ଜଣଙ୍କ କୋଭିଡ-୧୯ ନମୂନା ପରୀକ୍ଷା ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଗତ ୧୯ତାରିଖରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮୫୬ ଥିବାବେଳେ ୨୪ତାରିଖରେ ଏହା ୫୯୬୨ରେ ପହଂଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story