ସଂସଦରେ ଉଠିବ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ: ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷାକୁ ନେଇ ଗତକାଲି ରାଜ୍ୟ ବିଧାନସଭାରେ ତୁମ୍ଭିତୋଫାନ ହେବାପରେ ଏହି ପ୍ରସଙ୍ଗକୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂସଦରେ ଉଠାଇବେ ବୋଲି କହିଛନ୍ତି । ଆଜି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏଏସଆଇ ଡିଜି ଭି. ବିଦ୍ୟାବତୀଙ୍କୁ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ଚାରିପଟେ ବଡ଼ ବଡ଼ ଗାତ ଖୋଳାଯାଉଛି । ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିର ପାଖରେ ଖନନ କରାଯିବା ଆମସାର […]

Aparajita Sarangi

Aparajita Sarangi

Ordigital Desk
  • Published: Wednesday, 30 March 2022
  • Updated: 30 March 2022, 09:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷାକୁ ନେଇ ଗତକାଲି ରାଜ୍ୟ ବିଧାନସଭାରେ ତୁମ୍ଭିତୋଫାନ ହେବାପରେ ଏହି ପ୍ରସଙ୍ଗକୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂସଦରେ ଉଠାଇବେ ବୋଲି କହିଛନ୍ତି ।

ଆଜି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏଏସଆଇ ଡିଜି ଭି. ବିଦ୍ୟାବତୀଙ୍କୁ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ଚାରିପଟେ ବଡ଼ ବଡ଼ ଗାତ ଖୋଳାଯାଉଛି । ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିର ପାଖରେ ଖନନ କରାଯିବା ଆମସାର ଆଇନ-୧୯୫୮ର ଉଲ୍ଲଘଂନ। ଶ୍ରୀମନ୍ଦିର ଅବା କୌଣସି ସଂରକ୍ଷିତ ଐତିହ୍ୟର ୧୦୦ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ କରାଯାଇ ପାରିବ ନାହିଁ । ସେହିପରି ୧୦୦ରୁ ୨୦୦ ମିଟର ପରିଧି ହେଉଛି ନିୟନ୍ତ୍ରିତ ଅଂଚଳ । ଯେଉଁଠି ନିର୍ମାଣ ହୋଇପାରିବ କିନ୍ତୁ ତାହା ଜାତୀୟ ଐତିହ୍ୟ ପ୍ରାଧିକରଣଙ୍କ ଅନୁମତିରେ ହିଁ ସମ୍ଭବ । ମାତ୍ର ଶ୍ରୀମନ୍ଦିର ଚାରିପଟେ ନିର୍ମାଣ ଓ ଖନନ କାର୍ଯ୍ୟ କରି ଓଡ଼ିଶା ସରକାର ଖୋଲାଖୋଲି ଭାବେ ଆଇନର ଉଲ୍ଲଘଂନ କରୁଛନ୍ତି । ରାଜ୍ୟ ସରକାର ଏନେଇ କୌଣସି ଅଧିକାର ନାହିଁ । ଏଏସଆଇ ଡିଜିଙ୍କୁ ଭେଟି ସେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହାସହିତ ସ୍ଥାନୀୟ ଲୋକଙ୍କ ଭାବାବେଗ ଓ ନିର୍ମାଣ ଯୋଗୁ ଶ୍ରୀମନ୍ଦିର ପ୍ରତି ଦେଖାଦେଇଥିବା ବିପଦ ସମ୍ପର୍କରେ ଅବଗତ କରାଇଛନ୍ତି । ସେ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆଣିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଗତ ଫେବୃୟାରୀ ମାସରେ ଏଏସଆଇ ଡିଜି ବିଦ୍ୟାବତୀ ପୁରୀ ଗସ୍ତରେ ଆସି ଏହି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । ତାଙ୍କ ଗସ୍ତର କିଛିଦିନ ପରେ ରାଜ୍ୟ ସରକାରଙ୍କୁ ଏଏସଆଇ ଚିଠି ଲେଖି ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ବିପଦ ରହିଥିôବା ଚେତାବନୀ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story