ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଘେରିଲେ ଷ୍ଟାଫ୍‌ ନର୍ସ

କଟକ (ଓଡ଼ିଶା ରିପୋର୍ଟର): କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ କାର୍ଯ୍ୟରତ ୨ ନର୍ସଙ୍କୁ ‘କରୋନା’ ହୋଇଛି। ଏହି ଘଟଣା ପରେ ମେଡିକାଲ୍‌ ପରିସରରେ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ମେଡିକାଲ୍‌କୁ ସାନିଟାଇଜ୍‌ କରାନଯାଇ ଅନ୍ୟ ଷ୍ଟାଫ୍‌ଙ୍କୁ ମୁତୟନ କରାଯାଇଥିବା ଅଭିଯୋଗ ଆଣି ଷ୍ଟାଫ୍‌ ନର୍ସମାନେ ଆଜି ହସ୍ପିଟାଲ୍‌ ନିର୍ଦ୍ଦେଶକଙ୍କୁ ଘେରିଛନ୍ତି। ଅଭିଯୋଗରୁ ପ୍ରକାଶ, ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ମେଡିକାଲ୍‌ର କର୍ମଚାରୀଙ୍କର ରକ୍ତ ଓ ସ୍ୱାବ୍‌ […]

cuttack

cuttack

Manoranjan Sial
  • Published: Monday, 29 June 2020
  • Updated: 29 June 2020, 04:00 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ କାର୍ଯ୍ୟରତ ୨ ନର୍ସଙ୍କୁ ‘କରୋନା’ ହୋଇଛି। ଏହି ଘଟଣା ପରେ ମେଡିକାଲ୍‌ ପରିସରରେ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ମେଡିକାଲ୍‌କୁ ସାନିଟାଇଜ୍‌ କରାନଯାଇ ଅନ୍ୟ ଷ୍ଟାଫ୍‌ଙ୍କୁ ମୁତୟନ କରାଯାଇଥିବା ଅଭିଯୋଗ ଆଣି ଷ୍ଟାଫ୍‌ ନର୍ସମାନେ ଆଜି ହସ୍ପିଟାଲ୍‌ ନିର୍ଦ୍ଦେଶକଙ୍କୁ ଘେରିଛନ୍ତି।

ଅଭିଯୋଗରୁ ପ୍ରକାଶ, ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ମେଡିକାଲ୍‌ର କର୍ମଚାରୀଙ୍କର ରକ୍ତ ଓ ସ୍ୱାବ୍‌ ଚେଷ୍ଟ କରାଯାଇଥିଲା। ପରେ ଦୁଇ ଜଣ ଷ୍ଟାଫ୍‌ ନର୍ସ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ନିୟମ ମୁତାବକ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ମେଡିକାଲ୍‌କୁ ସାନିଟାଇଜ୍‌ କରାଯିବା କଥା। ମାତ୍ର ତାହା କରାଯାଇନଥିବା ନର୍ସମାନେ ଅଭିଯୋଗ କରିଛନ୍ତି। ମେଡିକାଲ୍‌କୁ ସାନିଟାଇଜ୍‌ ନକରି କର୍ତ୍ତୃପକ୍ଷ ଅନ୍ୟ ଷ୍ଟାଫ୍‌କୁ ଆଣି କାର୍ଯ୍ୟରେ ମୁତୟନ କରିଛନ୍ତି। ସେହିପରି ମେଡିକାଲ୍‌କୁ ଶଟ୍‌ଡାଉନ୍‌ କରାଗଲା ନାହିଁ କାହିଁକି ବୋଲି ନର୍ସମାନେ ପ୍ରଶ୍ନ କରିଛନ୍ତି। ଷ୍ଟାଫ୍‌ ନର୍ସଙ୍କ ‘କରୋନା’ ଟେଷ୍ଟ କରାଯାଉନଥିବାରୁ ମାଲିକମାନେ ଭଡାଟିଆଙ୍କୁ ଘରେ ପଶାଇ ଦେଉନାହାନ୍ତି। ଯଦି ଆମ ପାଖରେ କୋଭିଡ୍‌ ଟେଷ୍ଟ ରିପୋର୍ଟ ନାହିଁ, ତାହାହେଲେ ଆମେ କେଉଁଠି ରହିବୁ ବୋଲି ନର୍ସମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story