ରାଜ୍ୟ ବିଜେପି ସଭାପତିଙ୍କୁ କାରଣଦର୍ଶାଅ ନୋଟିସ ଜାରି କଲେ ଶିଶୁ ଅଧିକାର ସୁରକ୍ଷା କମିଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାଠାରେ ପିଲାମାନଙ୍କୁ ବିଜେପି ପତକା ଧରି ଠିଆ କରାଇବା ଅଭିଯୋଗରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି । କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଗତକାଲି ଏହି ନୋଟିସ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କୁ ଜାରି କରିବା ସହ ୨୬ତାରିଖ ମଧ୍ୟରେ ନିଜ ପକ୍ଷ ରଖିବାକୁ କହିଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଖବର ଓ ଫଟୋଚିତ୍ର ଆଧାରରେ କମିଶନ ଅଧ୍ୟକ୍ଷା ଏହି […]

sameer-mohanty

sameer-mohanty

Tapas Behera
  • Published: Wednesday, 18 August 2021
  • Updated: 18 August 2021, 10:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାଠାରେ ପିଲାମାନଙ୍କୁ ବିଜେପି ପତକା ଧରି ଠିଆ କରାଇବା ଅଭିଯୋଗରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି ।
କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଗତକାଲି ଏହି ନୋଟିସ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କୁ ଜାରି କରିବା ସହ ୨୬ତାରିଖ ମଧ୍ୟରେ ନିଜ ପକ୍ଷ ରଖିବାକୁ କହିଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଖବର ଓ ଫଟୋଚିତ୍ର ଆଧାରରେ କମିଶନ ଅଧ୍ୟକ୍ଷା ଏହି ନୋଟିସ୍ ଜାରି କରିଥିବା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ ୧୨ତାରିଖରେ ଖୋର୍ଦ୍ଧାଠାରେ ଏକ କାର୍ଯ୍ୟକ୍ରମରେ ବିଜେପି ପତାକା ଧରି ପିଲାମାନେ ଖରାରେ ଛିଡ଼ା ହୋଇଥିବା ଓ ପିଲାମାନଙ୍କୁ ର‌୍ୟାଲିରେ ନିଆଯାଇଥିବାରୁ ତାହା ପିଲାମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେଥିପାଇଁ ବିଜେପି ରାଜ୍ୟ ସଭାପତିଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇ ଜବାବ ରଖିବାକୁ କୁହାଯାଇଛି। ଏହାସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ଉକ୍ତ ଘଟଣାରେ କମିଶନ ପକ୍ଷଭୁକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story