ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ରାଜ୍ୟ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁପ୍ରକାର ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଥିବାରୁ ରାଜ୍ୟ ବିଜେପି ତାଙ୍କୁ କୃତଜ୍ଞତା ଜଣାଇଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,ପ୍ରଧାନମନ୍ତ୍ରୀ ଆଜି ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଆକାଶ ମାର୍ଗରୁ ଦୀର୍ଘ ୨ଘଣ୍ଟା ଧରି ଟିକିନିଖି ଦେଖିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ ସରକାରଙ୍କ ୧ଘଣ୍ଟା ପର୍ଯ୍ୟନ୍ତ ବାତ୍ୟା ପରିସ୍ଥିତିର ସମୀକ୍ଷା କରିଥିଲୋ ଓଡ଼ିଶାର ଦୁର୍ଦ୍ଦିନରେ […]

samir-mohanty

samir-mohanty

Manoranjan Sial
  • Published: Friday, 22 May 2020
  • Updated: 22 May 2020, 10:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁପ୍ରକାର ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଥିବାରୁ ରାଜ୍ୟ ବିଜେପି ତାଙ୍କୁ କୃତଜ୍ଞତା ଜଣାଇଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,ପ୍ରଧାନମନ୍ତ୍ରୀ ଆଜି ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଆକାଶ ମାର୍ଗରୁ ଦୀର୍ଘ ୨ଘଣ୍ଟା ଧରି ଟିକିନିଖି ଦେଖିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ ସରକାରଙ୍କ ୧ଘଣ୍ଟା ପର୍ଯ୍ୟନ୍ତ ବାତ୍ୟା ପରିସ୍ଥିତିର ସମୀକ୍ଷା କରିଥିଲୋ ଓଡ଼ିଶାର ଦୁର୍ଦ୍ଦିନରେ ଓଡ଼ିଶାବାସୀଙ୍କ ସହ ସହଭାଗୀ ହେବା ପ୍ରଧାନମନ୍ତ୍ରୀଙ୍କ ନିଷ୍ଠାର ପ୍ରମାଣ। ସେଥିପାଇଁ ସାଢ଼େ ୪କୋଟି ଓଡ଼ିଆଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ବିଜେପି ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ପ୍ରଧାନମନ୍ତ୍ରୀ ଓଡିଶାରୁ ଦିଲ୍ଲୀ ବାହାରିବା ପୂର୍ବରୁ ତୁରନ୍ତ ରିଲିଫ ପାଇଁ ୫୦୦ ଟଙ୍କାର ତତକାଳୀନ ସହାୟତା ନିଜେ ଘୋଷଣା କଲେ। ରାଜ୍ୟର କ୍ଷୟକ୍ଷତିର ଆକଳନ ରାଜ୍ୟ ସରକାର ପ୍ରସ୍ତୁତ କରିବା ପରେ କେନ୍ଦ୍ରୀୟ ଟିମ୍ ଆସି ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ବାସଗୃହ, କୃଷି, ଶକ୍ତି, ଯୋଗାଯୋଗ ତଥା ଭିତିଭୂମି ବିକାଶ କ୍ଷେତ୍ରରେ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଛନ୍ତିା କରୋନା ସମୟରେ ପ୍ରଧାନମନ୍ତ୍ରୀ ଯେପରି ଭାବରେ ଓଡ଼ିଶାବାସୀଙ୍କ ସହ ଠିଆ ହୋଇଥିଲେ ଅମ୍ଫନ ଭଳି ଦୁର୍ବିପାକ ସମୟରେ ମଧ୍ୟ ଠିକ୍ ସେହିପରି ଠିଆ ହୋଇଛନ୍ତି। କରୋନା ପାଇଁ ପାଖାପାଖି ୩ ମାସ ବା ଦୀର୍ଘ ୮୩ ଦିନ ପର୍ଯ୍ୟନ୍ତ ଦିଲ୍ଲୀରୁ ବାହାରି ନଥିବା ପ୍ରଧାନମନ୍ତ୍ରୀ ପ୍ରଥମ ଗସ୍ତରେ ପୂର୍ବ ଭାରତକୁ ଆସିବା ଓ ଏଥିରେ ଓଡ଼ିଶା ପାଇଁ ବିଶେଷ ଧ୍ୟାନ ଦେବା ତାଙ୍କର ଓଡ଼ିଶା ପ୍ରତି ଥିବା ଦରଦର ପ୍ରମାଣ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story