ରାଉରକେଲାରେ ଖୋଲିଲା ତୃତୀୟ କୋଭିଡ୍‌-୧୯ ହସ୍ପିଟାଲ୍‌

ରାଉରକେଲା (ପବନ ତିୱାରୀ): ରାଉରକେଲା ସ୍ଥିତ ହାଇଟେକ୍‌ ମେଡିକାଲ କଲେଜରେ ଖୋଲିଲା ରାଜ୍ୟର ତୃତୀୟ କୋଭିଡ୍‌-୧୯ ହସ୍ପିଟାଲ୍‌। ୨୦୦ ବେଡ୍‌ ବିଶିଷ୍ଟ ଏହି ହସ୍ପିଟାଲ୍‌ରେ ସମସ୍ତ ବ୍ୟବସ୍ଥା ରହିଛି। ଏଠାରେ ୨୪ ଘଣ୍ଟିଆ ଡାକ୍ତରୀ ଦଳ ସମେତ ଅନ୍ୟ ଷ୍ଟାଫ୍‌ ମଧ୍ୟ ରହିଛନ୍ତି। ସୁନ୍ଦରଗଡ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚରେ ଲୋକମାନେ ଏହାର ସୁବିଧା ପାଇବେ ବୋଲି ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ କହିଛନ୍ତି। କୋଭିଡ୍‌-୧୯ ହସ୍ପିଟାଲ୍‌ ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ଓ ହାଇଟେକ୍‌ […]

lock-down

lock-down

Manoranjan Sial
  • Published: Friday, 03 April 2020
  • Updated: 03 April 2020, 09:34 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ରାଉରକେଲା ସ୍ଥିତ ହାଇଟେକ୍‌ ମେଡିକାଲ କଲେଜରେ ଖୋଲିଲା ରାଜ୍ୟର ତୃତୀୟ କୋଭିଡ୍‌-୧୯ ହସ୍ପିଟାଲ୍‌। ୨୦୦ ବେଡ୍‌ ବିଶିଷ୍ଟ ଏହି ହସ୍ପିଟାଲ୍‌ରେ ସମସ୍ତ ବ୍ୟବସ୍ଥା ରହିଛି। ଏଠାରେ ୨୪ ଘଣ୍ଟିଆ ଡାକ୍ତରୀ ଦଳ ସମେତ ଅନ୍ୟ ଷ୍ଟାଫ୍‌ ମଧ୍ୟ ରହିଛନ୍ତି। ସୁନ୍ଦରଗଡ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚରେ ଲୋକମାନେ ଏହାର ସୁବିଧା ପାଇବେ ବୋଲି ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ କହିଛନ୍ତି।

କୋଭିଡ୍‌-୧୯ ହସ୍ପିଟାଲ୍‌ ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ଓ ହାଇଟେକ୍‌ ଗ୍ରୁପ୍‌ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକଙ୍କୁ ଇନଚାର୍ଜ କୋଭିଡ ହସ୍ପିଟାଲ ରାଉରକେଲାର ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos