୧୦ ଜିଲ୍ଲାରେ କରୋନା, ୩୧ଜଣ ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଏବେବି ଅସ୍ପଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ସମେତ ବିଭିନ୍ନ ପଦକ୍ଷେପ ରାଜ୍ୟ ସରକାର ନେଇଥିବା ସତ୍ତ୍ୱେ ରାଜ୍ୟରେ ୧୦ଟି ଜିଲ୍ଲାରେ କରୋନା ଭାଇରସ୍ ନିଜର ଉପସ୍ଥିତି ଜାହିର କରିଛି। ବାଲେଶ୍ୱର ଜିଲ୍ଲାରୁ ଜଣେ ୫୮ବର୍ଷୀୟ ବ୍ୟକ୍ତି କରୋନା ସଂକ୍ରମିତ ହେବାପରେ ରାଜ୍ୟରେ ମୋଟ ୬୧ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେବେ ଏମାନଙ୍କ ମଧ୍ୟରୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମାତ୍ର ୩୦ଜଣ ରୋଗୀଙ୍କ ଟ୍ରାଭେଲ୍ ହିଷ୍ଟ୍ରିକୁ ସାର୍ବଜନୀନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ […]

corona-Odisha

corona-Odisha

Manoranjan Sial
  • Published: Saturday, 18 April 2020
  • Updated: 18 April 2020, 08:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ସମେତ ବିଭିନ୍ନ ପଦକ୍ଷେପ ରାଜ୍ୟ ସରକାର ନେଇଥିବା ସତ୍ତ୍ୱେ ରାଜ୍ୟରେ ୧୦ଟି ଜିଲ୍ଲାରେ କରୋନା ଭାଇରସ୍ ନିଜର ଉପସ୍ଥିତି ଜାହିର କରିଛି। ବାଲେଶ୍ୱର ଜିଲ୍ଲାରୁ ଜଣେ ୫୮ବର୍ଷୀୟ ବ୍ୟକ୍ତି କରୋନା ସଂକ୍ରମିତ ହେବାପରେ ରାଜ୍ୟରେ ମୋଟ ୬୧ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେବେ ଏମାନଙ୍କ ମଧ୍ୟରୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମାତ୍ର ୩୦ଜଣ ରୋଗୀଙ୍କ ଟ୍ରାଭେଲ୍ ହିଷ୍ଟ୍ରିକୁ ସାର୍ବଜନୀନ କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ମୋଟ ୮୬୧୯ଟି ନମୂନା ପରୀକ୍ଷା କରାଯାଇଛି। ସେଥିରୁ ଗୋଟିଏ ନୂଆ ପଜେଟିଭ୍ ରୋଗୀଙ୍କ ସମେତ ମୋଟ ୬୧ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଜି ୩ଜଣ ରୋଗୀଙ୍କୁ ମିଶାଇ ମୋଟ ୨୪ଜଣ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ୩୬ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ବିଭିନ୍ନ ହସ୍ପିଟାଲରେ ୧୦୩ଜଣ କରୋନା ସନ୍ଦିଗ୍ଧଙ୍କୁ ଆଇସୋଲେସନରେ ରଖାଯାଇଛି। ଗତ ୩ଦିନ ମଧ୍ୟରେ ମୋଟ ୩୦୮୨ଟି ନମୂନା ପରୀକ୍ଷା କରାଯାଇଛି ଓ ଭୁବନେଶ୍ୱରରେ ପ୍ରାୟ ୫ହଜାର ନମୂନା ପରୀକ୍ଷା ନିମନ୍ତେ ଆଜିଠୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ଜଣ ସଂକ୍ରମିତ ଚିହ୍ନଟ କରାଯାଇଥିବାବେଳେ ଭଦ୍ରକରେ ୩ଜଣ, ଯାଜପୁରରେ ୨ଜଣ, ସୁନ୍ଦରଗଡ଼ରେ ୨ଜଣ, କେନ୍ଦ୍ରାପଡ଼ାରେ ୨ଜଣ,କଳାହାଣ୍ଡି ଜିଲ୍ଲାରେ ୨ଜଣ, କଟକ, ପୁରୀ,ଢେଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରେ ଜଣେ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ଶେଷଥର ୧୪ତାରିଖରେ ପାଇଁ ୫ଜଣ ସଂକ୍ରମିତ ରୋଗୀଙ୍କ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ଜଣେ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ ଅବଧିକୁ ୨୦ତାରିଖ ସାଢ଼େ ୧୧ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ତେବେ ଏସବୁ ମଧ୍ୟରେ ରାଜ୍ୟରେ ମୋଟ ସଂକ୍ରମିତ ୬୧ଜଣଙ୍କ ମଧ୍ୟରୁ ମାତ୍ର ୩୦ଜଣ ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କିତ ତଥ୍ୟକୁ ନିଜର ୱେବସାଇଟ୍ ମାଧ୍ୟମରେ ସାର୍ବଜନୀନ କରିଛନ୍ତି। ଅନ୍ୟ ରୋଗୀମାନେ କିଏ ଓ ସେମାନେ କିଭଳି ସଂକ୍ରମିତ ହେଲେ ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଅବଶ୍ୟ ଇତିମଧ୍ୟରେ ସଂକ୍ରମିତଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇଥିବାବେଳେ ଜଣେ ପ୍ରାଣ ହରାଇଛନ୍ତି। ଅନ୍ୟ ୩୬ଜଣ ଏବେ ହସ୍ପିଟାଲରେ ଅଛନ୍ତି। ମାତ୍ର ସରକାରଙ୍କ ୱେବସାଇଟରେ ୪୩ ନମ୍ବରରୁ ୬୦ ନମ୍ବର ପର୍ଯ୍ୟନ୍ତ ପଜେଟିଭ୍ ରୋଗୀଙ୍କଠୁ ଟ୍ରାଭେଲ ହିଷ୍ଟ୍ରିକୁ ସାର୍ବଜନୀନ କରାଯାଇ ଥିବାବେଳେ ପ୍ରଥମରୁ ଷଷ୍ଠ, ୧୬ରୁ ୨୦ ଓ ୪୦ନମ୍ବର ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ୭ନମ୍ବରରୁ ୧୫ନମ୍ବର ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ, ୨୧ ନମ୍ବରରୁ ୩୯ନମ୍ବର ପର୍ଯ୍ୟନ୍ତ, ୪୧,୪୨ ଓ ୬୧ ନମ୍ବର ସଂକ୍ରମିତ ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ନେଇ କିଛି ସୂଚନା ଦିଆଯାଇନି।
ଅବଶ୍ୟ କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ପଦକ୍ଷେପ ନେଇଥିବା ରାଜ୍ୟ ସରକାର ଗଣମାଧ୍ୟମକୁ ଏଭଳି ‘ବଲ୍ ବାଇ ବଲ୍ ’ ଆକାଉଣ୍ଟ ନଖୋଜିବା ପାଇଁ ବହୁ ପୂର୍ବରୁ ପରାମର୍ଶ ଦେଇଛନ୍ତି। କିନ୍ତୁ କେଉଁ କାରଣରୁ ସରକାର ସମସ୍ତ ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ସାର୍ବଜନୀନ କରୁନାହାନ୍ତି ସେ ନେଇ କିଛି ଏପର୍ଯ୍ୟନ୍ତ ସୂଚନା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story