ଏଇ କି ସମ୍ମାନ? ମୃତ ଗଜରାଜଙ୍କ ଉପରେ ପାଦ ରଖି ଗପ କରୁଛନ୍ତି ପଶୁ ଡାକ୍ତର

ବାରିପଦା(ମାଣିକଲାଲ୍‌ ପାଣି): ଭାରତୀୟ ପରାମ୍ପରାରେ ହାତୀ ହେଉଛି ପୂଜନୀୟ। ହାତୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜାତୀୟ ଐତିହ୍ୟ ଭାବେ ମାନ୍ୟତା ଦେଇଛନ୍ତି। ଯେଉଁ ହାତୀକୁ ଆମ ପରମ୍ପରା ଶ୍ରଦ୍ଧା ଓ ସମ୍ମାନ ସହ ପୂଜା କରୁଛି, ତା’ର ଏକ ବ୍ୟତିକ୍ରମ ମୟୂରଭଞ୍ଜର ବେତନଟୀ ରେଞ୍ଜର ମଶିଣାକାଟି ଜଙ୍ଗଲରେ ଦେଖିବାକୁ ମିଳିଛି। ରୋଗ ଯନ୍ତ୍ରଣା ଛଟପଟ ହୋଇ ପ୍ରାଣ ହରାଇଥିବା ଏକ ଦନ୍ତା ହାତୀ ଉପରେ ଜଣେ ପଶୁ ଡାକ୍ତର ନିଜ ପାଦ ରଖିଥିବା ଦେଖିବାକୁ ମିଳିଛି। […]

Elephant

Elephant

Manoranjan Sial
  • Published: Monday, 03 October 2022
  • Updated: 03 October 2022, 10:19 PM IST

Sports

Latest News

ବାରିପଦା(ମାଣିକଲାଲ୍‌ ପାଣି): ଭାରତୀୟ ପରାମ୍ପରାରେ ହାତୀ ହେଉଛି ପୂଜନୀୟ। ହାତୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜାତୀୟ ଐତିହ୍ୟ ଭାବେ ମାନ୍ୟତା ଦେଇଛନ୍ତି। ଯେଉଁ ହାତୀକୁ ଆମ ପରମ୍ପରା ଶ୍ରଦ୍ଧା ଓ ସମ୍ମାନ ସହ ପୂଜା କରୁଛି, ତା’ର ଏକ ବ୍ୟତିକ୍ରମ ମୟୂରଭଞ୍ଜର ବେତନଟୀ ରେଞ୍ଜର ମଶିଣାକାଟି ଜଙ୍ଗଲରେ ଦେଖିବାକୁ ମିଳିଛି। ରୋଗ ଯନ୍ତ୍ରଣା ଛଟପଟ ହୋଇ ପ୍ରାଣ ହରାଇଥିବା ଏକ ଦନ୍ତା ହାତୀ ଉପରେ ଜଣେ ପଶୁ ଡାକ୍ତର ନିଜ ପାଦ ରଖିଥିବା ଦେଖିବାକୁ ମିଳିଛି। ହାତୀକୁ ଏଭଳି ଅସମ୍ମାନର ଚିତ୍ର ନେଇ ପଶୁ ପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ଗତ ୩ ମାସ ଧରି ମଶିଣାକାଟି ଜଙ୍ଗଲରେ ଗୋଟିଏ ଦନ୍ତା ହାତୀ ଘୂରି ବୁଲୁଥିଲା ମଝିରେ ମଝିରେ ଚିତ୍କାର କରୁଥିଲା। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲା। ହେଲେ ବନ ବିଭାଗ ତତ୍‌କ୍ଷଣାତ ଅସୁସ୍ଥ ହାତୀର ଚିକିତ୍ସା କରିନଥିଲା। ଖାଲି ହାତୀର ଚଳପ୍ରଚଳ ଉପରେ ନଜର ରଖିଥିଲା। ଅସୁସ୍ଥ ହାତୀଟି ଦୁଇ ଦିନ ହେଲା ଚାଲି ପାରୁନଥିଲା। ଏହା ପରେ ରବିବାର ବନ ବିଭାଗ ହାତୀକୁ ଟ୍ରାଙ୍କୁଲାଇଜ କରିଥିଲା। ଭୁବନେଶ୍ୱର ଓୟୁଏଟିରୁ ଆସିଥିବା ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଅପରେସନ୍‌ କରି ହାତୀ ଗୋଡ଼ରେ ଗୁଡ଼େଇ ହୋଇଥିବା ପ୍ଲାଷ୍ଟିକ୍‌ ରଶିକୁ ବାହାର କରିଥିଲେ। ତା’ପରେ ହାତୀର ଚିକିତ୍ସା ଆରମ୍ଭ କରାଯାଇଥିଲା।

ଆଜି ହଠାତ୍‌ ହାତୀର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ଶିମିଳିପାଳ ଅଭୟାରଣ୍ୟର ଡାକ୍ତର ଟିମ୍‌ର ଉଦ୍ୟମ ସତ୍ତ୍ୱେ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ନିୟମ ଅନୁସାରେ ହାତୀ ମୃତ୍ୟୁ ପରେ ବ୍ୟବଚ୍ଛେଦ କରାଯିବା କଥା। ସେଥିପାଇଁ ଶିମିଳିପାଳ ଅଭୟାରଣ୍ୟରୁ ଆସିଥିଲେ ସ୍ୱତନ୍ତ୍ର ଟିମ୍‌। ପଶୁ ଡାକ୍ତର ପିୟୂଷ ସୋରେନ୍‌ ପୋଷ୍ଟମର୍ଟମ ପୂର୍ବରୁ ହାତୀ ଗୋଡ଼ ଉପରେ ପାଦ ରଖିଥିବା ଦେଖିବାକୁ ମିଳିଛି। ପଶୁ ଡାକ୍ତରଙ୍କ ଏପରି କାର୍ଯ୍ୟକୁ ପରିବେଶ୍‌ବିତମାନେ ନାପସନ୍ଦ କରିଛନ୍ତି। ଯେଉଁ ହାତୀକୁ ଆମ ପରମ୍ପରା ଶ୍ରଦ୍ଧା ଓ ସମ୍ମାନ ସହ ପୂଜା କରୁଛି, ସେପରି ସ୍ଥିତିରେ ପାଦ ରଖିବା କେତେଦୂର ଯୁକ୍ତିଯୁକ୍ତ।

ଅନ୍ୟପକ୍ଷରେ ବ୍ୟବଚ୍ଛେଦ ପରେ ହାତୀର ମୃତଦେହକୁ ଜଙ୍ଗଲ ଭିତରେ ପୋତି ଦିଆଯାଇଛି। ଗୋଡ଼ରେ କ୍ଷତ ଯୋଗୁ ହାତୀକୁ ସେଫ୍‌ଟି ସେମିଆ ହୋଇଥିବା ବନ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story