ଆମେ ସବୁ ଦିନ ଭୋଗୁଛୁ, ତମେ ଚାଲ: ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଜଳସେଚନ ବିଭାଗର ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ।  ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।  ଏହି ଘଟଣା ଖୋର୍ଦ୍ଧା ଭଗବତୀପଡା ଅଞ୍ଚଳରେ ଘଟିଛି। ରାସ୍ତା କାର୍ଯ୍ୟ ସରିନପାରିବାରୁ ତାତିଥିଲେ ଗ୍ରାମବାସୀ ।  ଜଳସେଚନ ବିଭାଗ ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଥିଲେ ଲୋକେ ।  ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀର ଜଳସ୍ତର ବୃଦ୍ଧି ପାଇଛି  । ଫଳରେ ଭଗବତୀପଡା ଗାଁ […]

5gn

5gn

Tapas Behera
  • Published: Tuesday, 14 September 2021
  • Updated: 14 September 2021, 06:01 PM IST

Sports

Latest News

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଜଳସେଚନ ବିଭାଗର ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ।  ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।  ଏହି ଘଟଣା ଖୋର୍ଦ୍ଧା ଭଗବତୀପଡା ଅଞ୍ଚଳରେ ଘଟିଛି। ରାସ୍ତା କାର୍ଯ୍ୟ ସରିନପାରିବାରୁ ତାତିଥିଲେ ଗ୍ରାମବାସୀ ।  ଜଳସେଚନ ବିଭାଗ ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଥିଲେ ଲୋକେ ।  ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀର ଜଳସ୍ତର ବୃଦ୍ଧି ପାଇଛି  । ଫଳରେ ଭଗବତୀପଡା ଗାଁ ନିକଟରେ ଘଳିଆ ଫିଟି ପାଣି ଯାଉଛି ।

ବନ୍ଧ ଉପରେ ବାଲିବସ୍ତା ଦିଆଯାଇଛି ।  ଗୋଳବାଇ- କଣାସ ରାସ୍ତାକୁ ସଂଯୋଗ କରୁଥିବା ଭଗବତୀପଡା ଏକମାତ୍ର ରାସ୍ତା  ଜଳସେଚନ ବିଭାଗ ପକ୍ଷରୁ ନାଳ ସାଇଟରେ ସିମେଣ୍ଟ କଂକ୍ରିଟ ପାଚେରୀ କାମ ହେଉଥିବା ଯୋଗୁଁ ରାସ୍ତାଟିକୁ ସଂପୂର୍ଣ୍ଣ କଟାଯାଇ ତାଉପରେ ଖାଲି ମାଟିପଡିଥିଲା ।  ହେଲେ ଲଗାଣ ବର୍ଷା ଯୋଗୁଁ ସେହି ରାସ୍ତାରେ ଚାଲିକି ଯିବା ମଧ୍ୟ କଷ୍ଟକର ହୋଇପଡିଛି । ଗୋଳବାଇ- କଣାସ ରାସ୍ତାକୁ ସଂଯୋଗ କରୁଥିବା ଭଗବତୀପଡା ହେଉଛି ଏକମାତ୍ର ରାସ୍ତା। ଜଳସେଚନ ବିଭାଗ ପକ୍ଷରୁ ନାଳ ସାଇଟରେ ସିମେଣ୍ଟ କଂକ୍ରିଟ ପାଚେରୀ କାମ ହେଉଥିବା ଯୋଗୁଁ ରାସ୍ତାଟିକୁ ସଂପୂର୍ଣ୍ଣ କାଟାଯାଇ ତା ଉପରେ ଖାଲି ମାଟିପଡିଥିଲା । ରାସ୍ତା କାର୍ଯ୍ୟ ହୋଇନଥିଲା।

ହେଲେ ଲଗାଣ ବର୍ଷା ଯୋଗୁଁ ଉକ୍ତ ରାସ୍ତା ରେ ଚାଲିକି ଯିବା ସମ୍ଭବ ନୁହେଁ। ଉକ୍ତ ରାସ୍ତାଟି ସଂପୂର୍ଣ୍ଣ ଭାବରେ ପାଣିକାଦୁଅରେ ପରିପୂର୍ଣ୍ଣ।ଏହି ରାସ୍ତା ମରାମତି ପାଇଁ ସ୍ଥାନୀୟ ଭଗବତୀପଡା ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ।ହେଲେ ବିଭାଗୀୟ ଅଧିକାରୀ ରଜ ପୂର୍ବରୁ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କାମ ସଂପୂର୍ଣ୍ଣ ହେଲାନି। ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀ ପାଣି ରାସ୍ତା ଉପର ଦେଇ ଯାଉଥିବାରୁ ଆଜି ଜଳସେଚନ ବିଭାଗର ରାଜୁଆ ଡିଭିଜନର ଏସଡିଓ ଓ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ଯାଇଥିଲେ। ଭଗବତୀପଡା ଗ୍ରାମବାସୀ ରାସ୍ତା କାମ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରେ ସେ କୌଣସି ସନ୍ତୋଷ ଜନକ ଉତ୍ତୋର ଦେଇନଥିଲେ। ରାସ୍ତା କାର୍ଯ୍ୟ ସରିନଥିବାରୁ ଉତ୍ତ୍ୟକ୍ତ ଲୋକେ ବିଭାଗୀୟ ଅଧିକାରୀଙ୍କୁ ସେହି କାଦୁଅ ପଚପଚ ରାସ୍ତାରେ ଚଲାଇଥିଲେ।କହିଥିଲେ ଆମେ ସେହି ରାସ୍ତାରେ ସଵୁଦିନ ଯାଉଛୁ ତୁମେ ଆଜି ଦିନକ ପାଇଁ ଏହି ରାସ୍ତାରେ ଚାଲ କହି ଦୁହିଁଙ୍କୁ କାଦୁଅରେ ଚଲାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story