ଖାଉଟି ସାମଗ୍ରୀର ଅଭାବ ନାହିଁ: ସୁରେନ୍ଦ୍ର କୁମାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଯୋଗୁ ରାଜ୍ୟରେ ଖାଉଟି ସାମଗ୍ରୀର ଅଭାବ ନାହିଁ ଓ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ସମସ୍ତ ପ୍ରକାରର ମାଲବାହୀ ଯାନ ବିନା ପାସରେ ଚଳପ୍ରଚଳ କରୁଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ପାଇଁ ଖାଉଟି ସାମଗ୍ରୀ ମହଜୁଦ୍ ଓ ପରିବହନର ସମୀକ୍ଷା ସଂକ୍ରାନ୍ତ ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ଜଳସମ୍ପଦ ବିଭାଗ ସଚିବ […]

surendra-kumar

surendra-kumar

Manoranjan Sial
  • Published: Wednesday, 01 April 2020
  • Updated: 01 April 2020, 07:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଯୋଗୁ ରାଜ୍ୟରେ ଖାଉଟି ସାମଗ୍ରୀର ଅଭାବ ନାହିଁ ଓ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ସମସ୍ତ ପ୍ରକାରର ମାଲବାହୀ ଯାନ ବିନା ପାସରେ ଚଳପ୍ରଚଳ କରୁଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ପାଇଁ ଖାଉଟି ସାମଗ୍ରୀ ମହଜୁଦ୍ ଓ ପରିବହନର ସମୀକ୍ଷା ସଂକ୍ରାନ୍ତ ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ଜଳସମ୍ପଦ ବିଭାଗ ସଚିବ ସୁରେନ୍ଦ୍ର କୁମାର କହିଛନ୍ତି ଯେ, ରାଜ୍ୟରେ ଯଥେଷ୍ଟ ପରିମାଣର ଖାଉଟି ସାମଗ୍ରୀ ମହଜୁଦ୍ ଅଛି। ଆବଶ୍ୟକ ଅନୁସାରେ ବାହାର ରାଜ୍ୟରୁ ଏସବୁ ସାମଗ୍ରୀ ମଧ୍ୟ ଆମଦାନୀ ହେଉଛି। ତେଣୁ ଖାଉଟି ସାମଗ୍ରୀ ପାଇଁ ରାଜ୍ୟବାସୀ ବ୍ୟସ୍ତ ଓ ଆତଙ୍କିତ ହେବା ଅନୁଚିତ୍। ଖାଉଟି ସାମଗ୍ରୀ ଆମଦାନୀଠୁ ଆରମ୍ଭ କରି ରିଟେଲରେ ବିକ୍ରି ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରତିଟି କଥା ଉପରେ ଧ୍ୟାନ ଦେଉଛନ୍ତି। ରାଜ୍ୟର ଗୋଦାମ ମାଲିକ, ବ୍ୟବସାୟୀ ସଂଘ, ଖୁଚୁରା ଦୋକାନୀ, ପରିବହନ ସଂସ୍ଥା ମାଲିକମାନଙ୍କ ସହ ଆଲୋଚନା କରାଯାଇ ଖାଉଟି ସାମଗ୍ରୀ ଯୋଗାର ଓ ପରିବହନ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଦୋକାନବଜାର ଇତ୍ୟାଦିରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଯଥା-ଅଟା,ତେଲ,ଡାଲି,ଆଳୁ ଓ ପିଆଜ ଆଦି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି। ଖାଉଟି ସାମଗ୍ରୀକୁ ନେଇ କାହାରିକୁ ଅସୁବିଧାରେ ପଡ଼ିବାକୁ ଦିଆଯିବ ନାହିଁ ବୋଲି ଶ୍ରୀ କୁମାର ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story