ଗାଈକୁ ଉଦ୍ଧାର କରିବାକୁ ଯାଇ ମହାନଦୀରେ ନିଜେ ଫସିଗଲେ, ଉଦ୍ଧାର କଲା ଦମକଳବାହିନୀ  

ବାଙ୍କି(ଓଡ଼ିଶା ରିପୋର୍ଟର): ମହାନଦୀର ମଝି ନଈରେ ଗାଈ ଚାରାଳିଙ୍କ ସହିତ ଫସିଲେ ୪ ଗାଈ ସହିତ ଗୋଟିଏ ବାଛୁରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ବ୍ଲକ ଅନ୍ତର୍ଗତ ସହଙ୍ଗା ଗୋପାଳପୁର ଅଞ୍ଚଳରେ। ତେବେ ଖବର ପାଇ ଗାଈ ଚରାଳିଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ। କିନ୍ତୁ ଗାଈ ଗୁଡ଼ିକର ଖୋଜଖବର ମିଳି ନାହିଁ। ସୂଚନା ଅନୁସାରେ ସ୍ଥାନୀୟ ଲୋକେ ଖବର ପାଇ ବାଙ୍କୀ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣା […]

5hm

5hm

Tapas Behera
  • Published: Tuesday, 14 September 2021
  • Updated: 14 September 2021, 09:30 PM IST

ବାଙ୍କି(ଓଡ଼ିଶା ରିପୋର୍ଟର): ମହାନଦୀର ମଝି ନଈରେ ଗାଈ ଚାରାଳିଙ୍କ ସହିତ ଫସିଲେ ୪ ଗାଈ ସହିତ ଗୋଟିଏ ବାଛୁରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ବ୍ଲକ ଅନ୍ତର୍ଗତ ସହଙ୍ଗା ଗୋପାଳପୁର ଅଞ୍ଚଳରେ। ତେବେ ଖବର ପାଇ ଗାଈ ଚରାଳିଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ। କିନ୍ତୁ ଗାଈ ଗୁଡ଼ିକର ଖୋଜଖବର ମିଳି ନାହିଁ।

ସୂଚନା ଅନୁସାରେ ସ୍ଥାନୀୟ ଲୋକେ ଖବର ପାଇ ବାଙ୍କୀ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପଂହଁଚି ଚାରିଜଣ ଗାଈ ଚାରାଳିଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲା।  ତେବେ ଆଜକୁ ତିନିଦିନ ହେବ ଗାଈ ଗୁଡିକ ମହାନଦୀ ମଝି ପଠାରେ ଚରୁଥିବା ସମୟରେ ବନ୍ୟା ଜଳ ହଠାତ ଆସିବାରୁ ଗାଈ ଗୁଡିକ ରହିଯାଇଥିଲେ ।

ଗାଈ ଗୁଡିକୁ ଉଦ୍ଧାର ପାଇଁ ଗାଈ ଚରାଳି ଯାଇଥିବା ବେଳେ ଜଳସ୍ତର ହଠାତ ବଢ଼ି ଯିବାରୁ ଏମାନେ ମଧ୍ୟ ଫସି ରହିଥିଲେ। ମଳୟ ରଞ୍ଜନ ନାମକ ଜଣେ ଯୁବକ କହିଛନ୍ତି ଯେ, ଆଜି ସକାଳେ ଆମର ୫ଟି ଗାଈ ମହାନଦୀରେ ଫସିଯାଇଥିଲେ। ଆମେ ଉଦ୍ଧାର କରିବାକୁ ଯାଇଥିଲୁ । ହଠାତ୍ ନଦୀ ବଢ଼ିଯିବାରୁ ଆମେ ବି ଫସିଗଲୁ।  ବାଙ୍କି ଦମକଳବାହିନୀ ଆମକୁ ଯାଇ ଉଦ୍ଧାର କରିଥିଲେ। ହେଲେ ଦୁର୍ଭାଗ୍ୟବସତଃ ଆମର ୫ଟି ଗାଈ ଭାଇଗଲେ। ଏବେ ସୁଦ୍ଧା ମହାନଦୀ ମଝି ପଠାରେ ଗାଈ ଗୁଡିକୁ ଉଦ୍ଧାର କରାଯାଇ ପାରିନାହିଁ ବୋଲି ସୂଚନା ଦେଇଛନ୍ତି ବାଙ୍କୀ ଅଗ୍ନିଶମ ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story