କରୋନା କବଳରେ ଡାକ୍ତର, ନର୍ସ, ୩ ଦିନ ବନ୍ଦ ରହିବ ମେଡିକାଲ

ବରଗଡ଼(ଓଡ଼ିଶା ରିପୋର୍ଟର): କରୋନା ପାଇଁ ୩ ଦିନ ବନ୍ଦ ରହିବ ବରଗଡ଼ ମୁଖ୍ୟ ଚିକିତ୍ସାଳୟ । ଏହି ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର, ନର୍ସ କରୋନା ସଂକ୍ରମିତ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଗତକାଲିଠାରୁ ୩ ଦିନ ପାଇଁ ଡାକ୍ତରଖାନାକୁ ବନ୍ଦ ରଖିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । କରୋନା ସଂକ୍ରମିତ ଡାକ୍ତର, ନର୍ସଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ମେଡିକାଲ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ମେଡିକାଲରେ […]

baragad-1

baragad-1

Niharika Rout
  • Published: Friday, 11 September 2020
  • Updated: 11 September 2020, 07:46 AM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): କରୋନା ପାଇଁ ୩ ଦିନ ବନ୍ଦ ରହିବ ବରଗଡ଼ ମୁଖ୍ୟ ଚିକିତ୍ସାଳୟ । ଏହି ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର, ନର୍ସ କରୋନା ସଂକ୍ରମିତ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଗତକାଲିଠାରୁ ୩ ଦିନ ପାଇଁ ଡାକ୍ତରଖାନାକୁ ବନ୍ଦ ରଖିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

କରୋନା ସଂକ୍ରମିତ ଡାକ୍ତର, ନର୍ସଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ମେଡିକାଲ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଡିସଚାର୍ଜ କରାଯାଉଛି। କେତେକ ରୋଗୀଙ୍କୁ ପୁରୁଣା ମୁଖ୍ୟ ଚିକିତ୍ସାଳୟ ଏବଂ ଆଉ କିଛିଙ୍କୁ ବୁର୍ଲାକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଇଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story