ଭକ୍ତ-ଭଗବାନଙ୍କ ମଧ୍ୟରେ ଭୂତାଣୁ ପାଚେରୀ: ବିନା ଭକ୍ତରେ ଶ୍ରୀଜିଉଙ୍କ ସ୍ନାନ ଓ ରଥଯାତ୍ରା

ପୁରୀ(ଓଡ଼ିଶା ରିପୋର୍ଟର): ବିନା ଭକ୍ତରେ ହେବ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଓ ରଥଯାତ୍ରା । କୌଣସି ଦର୍ଶନାର୍ଥୀଙ୍କ ପାଇଁ ଖୋଲା ଯିବନି ମନ୍ଦିର। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ନୀଳାଦ୍ରୀ ବିଜେ ଯାଏ ମନ୍ଦିର ଖୋଲାଯିବନି। ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଯଦି, ଶ୍ରୀମନ୍ଦିର ଖୋଲାଯାଏ ତେବେ ଅସମ୍ଭାଳ ଭିଡ଼ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ହୋଇଥିବା ଆଜି ସୂଚନା […]

nbvm

nbvm

Tapas Behera
  • Published: Saturday, 30 May 2020
  • Updated: 30 May 2020, 04:04 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ବିନା ଭକ୍ତରେ ହେବ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଓ ରଥଯାତ୍ରା । କୌଣସି ଦର୍ଶନାର୍ଥୀଙ୍କ ପାଇଁ ଖୋଲା ଯିବନି ମନ୍ଦିର। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ନୀଳାଦ୍ରୀ ବିଜେ ଯାଏ ମନ୍ଦିର ଖୋଲାଯିବନି। ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଯଦି, ଶ୍ରୀମନ୍ଦିର ଖୋଲାଯାଏ ତେବେ ଅସମ୍ଭାଳ ଭିଡ଼ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ହୋଇଥିବା ଆଜି ସୂଚନା ଦେଇଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟ ସିଂହ ଦେବ।

ଚଳିତ ବର୍ଷ ସ୍ନାନ ଯାତ୍ରା ବିଧିବିଧାନ ଅନୁସାରେ କରିବାକୁ ନିଷ୍ପତ୍ତି ହୋଇଛି। ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ନିଷ୍ପତ୍ତିକୁ ଗ୍ରହଣ କରାଯିବ । ଏବର୍ଷ ସୀମିତ ସେବାୟତରେ ଛତିଶା ନିଯୋଗର ନିଷ୍ପତ୍ତିରେ ସ୍ନାନଯାତ୍ରା କରାଯିବ। ସେହିଭଳି ଚଳିତ ବର୍ଷ ସାହାଣମେଲା ଦର୍ଶନ ମଧ୍ୟ ବନ୍ଦ ରହିବ। ସ୍ନାନଯାତ୍ରା ସିଧା ପ୍ରସାରଣ ଦାୟିତ୍ୱ  ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦିଆଯାଇଛି । ସାରା ଦୁନିଆ ଯେଭଳି ସ୍ନାନ ଯାତ୍ରାକୁ ଟିଭିରେ ଦେଖିବେ ସେ ନେଇ ବ୍ୟବସ୍ଥା କରାଯିବ। କରୋନା ବିପଦ ଏଡ଼ାଇବା ପାଇଁ ସବୁ ବ୍ୟବସ୍ଥା କରାଯାଉଛି। କୋଭିଡ୍ ଗାଇଡଲାଇନ୍ ଅନୁସାରେ ନିୟମ ପାଳନ କରାଯିବ ବୋଲି ଗଜପତି ମହାରାଜ ସୂଚନା ଦେଇଛନ୍ତି ।

ସେହିପରି ବିଧି ଅନୁସାରେ ରଥଯାତ୍ରା କରିବାକୁ ପରିଚାଳନା ସମିତି ମତ ଦେଇଛି। ସାଧାରଣ ଲୋକଙ୍କ ପାଇଁ ପୁରୀ ବାରଣ କରିବା ସହ ରଥ ଯାତ୍ରା ବେଳେ ଯେପରି ଲୋକେ ବଡ଼ଦାଣ୍ଡକୁ ଲୋକ ଆସିବେନି ସେ ନେଇ ସରକାର ବ୍ୟବସ୍ଥା କରିବାକୁ କୁହାଯାଇଛି। ତେବେ ଏନେଇ ବିଧିବଦ୍ଧ ଭାବେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଯାହାକୁ ପରିଚାଳନା କମିଟି ଗ୍ରହଣ କରିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story