ମାଟି ଅତଡ଼ା ଖସି ତିନି ଶ୍ରମିକ ମୃତ

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ମାଟି ଅତଡ଼ା ଖସି ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ମୃତକଙ୍କ ମଧ୍ୟରେ ଭିରା ସ୍ୱାମୀ ଓ ଓଚୁକା ସୁରି ଠିକା ଶ୍ରମିକ ହୋଇଥିବାବେଳେ ଭି. ସୁରେଶ କୁମାର ରେଳ ବିଭାଗର ଶ୍ରମିକ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବୋରାରୁ ଚିମିଡ଼ିପାଲି ମଧ୍ୟରେ ଥିବା ରେଳ ଧାରଣାରେ ମାଟି ଅତଡ଼ା ଖସିଥିଲା। ଏହାକୁ ତିନି ଜଣ ଶ୍ରମିକ ସଫା […]

888000

888000

Tapaswini Nayak
  • Published: Wednesday, 06 May 2020
  • Updated: 06 May 2020, 02:17 PM IST

Sports

Latest News

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ମାଟି ଅତଡ଼ା ଖସି ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ମୃତକଙ୍କ ମଧ୍ୟରେ ଭିରା ସ୍ୱାମୀ ଓ ଓଚୁକା ସୁରି ଠିକା ଶ୍ରମିକ ହୋଇଥିବାବେଳେ ଭି. ସୁରେଶ କୁମାର ରେଳ ବିଭାଗର ଶ୍ରମିକ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବୋରାରୁ ଚିମିଡ଼ିପାଲି ମଧ୍ୟରେ ଥିବା ରେଳ ଧାରଣାରେ ମାଟି ଅତଡ଼ା ଖସିଥିଲା। ଏହାକୁ ତିନି ଜଣ ଶ୍ରମିକ ସଫା କରୁଥିଲେ। ଏହି ସମୟରେ ପୁଣି ମାଟି ଅତଡ଼ା ଖସିଥିଲା। ଏହି ମାଟି ଅତଡ଼ା ଏହି ଶ୍ରମିକମାନଙ୍କ ଉପରେ ପଡ଼ିଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ବିଶାଖାପାଟଣାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story