ଝାରସୁଗୁଡ଼ା ସହରର ୩ଟି ନର୍ସିଂହୋମ୍ ସିଲ୍

ଝାରସୁଗୁଡ଼ା: କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଝାରସୁଗୁଡ଼ା ସହରର ୩ଟି ନର୍ସିଂହୋମ୍ ସିଲ୍। ସହରରେ ଥିବା ଅଗ୍ରୱାଲ ନର୍ସିଂହୋମ୍ , ଆରକେ ମଲଟିକେୟାର ହୋମ୍ ଏବଂ ଲକ୍ଷ୍ୟ କେୟାରକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିଲ୍ କରିଛି ପ୍ରଶାସନ।

ଜିଲ୍ଲାରେ ଥିବା ଅନେକ ଘରୋଇ ନର୍ସିଂ ହୋମ୍ କୋଭିଡ ଗାଇଡଲାଇନ୍ ମାନୁନଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଏନେଇ ଏସବୁ ନର୍ସିଂହୋମ୍‌ରେ ରୋଗୀ, ସଂପର୍କୀୟଙ୍କ ମଧ୍ୟରେ ସାମାଜିକ ଦୂରତା ପାଳନ ହେଉଛି କି ନାହିଁ, ସାନିଟାଇଜେସନ ବ୍ୟବସ୍ଥା ନେଇ ଯାଂଚ କରାଯାଇଛି। କୋଭିଡ ମାଜିଷ୍ଟ୍ରେଟ୍ ଗୋଲକ ବିହାରୀ ମଙ୍ଗରାଜଙ୍କ ନେତୃତ୍ୱରେ ଟାଉନ ଥାନାଧିକାରୀଙ୍କ ସହ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ

କୋଭିଡ୍ ହସ୍‌ପିଟାଲ୍ ଯିବାକୁ ନାରାଜ କରୋନା ରୋଗୀ, ତହସିଲ୍‌ଦାରଙ୍କୁ କଲେ ଦୁର୍ବ୍ୟବହାର

ଫସର ଫାଟିଲା ଯୋଜନା, ଧରାପଡ଼ିଗଲେ

‘ଆଦିବାସୀ ନାବାଳିକା ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ ପଦ୍ମିନୀ ଦିଆନ୍‌’

ୱିଙ୍ଗ କମାଣ୍ଡର ନିଖିଲ ରଥଙ୍କୁ ଶୁଭେଚ୍ଛା

କରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନକୁ କଣ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ପ୍ରଶାସନିକ ସେବା କ୍ଷେତ୍ରରେ କଣ୍ଟାବାଞ୍ଜିର ନୂଆ ଅଧ୍ୟାୟ

ଟେନ୍‌ସନ୍‌ ବଢ଼ାଇଲା ବେହେରା ସାହି, ପୁଣି ୪୬ କରୋନା ଆକ୍ରାନ୍ତ ଚିହ୍ନଟ

ଗଞ୍ଜାମରେ ଆରୋଗ୍ୟ ହାର ୭୮%କୁ ବୃଦ୍ଧି

‘ମିଡିଆକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ରାଜ୍ୟ ସରକାର’

କାଲି ପରି ଆଜି ବି ଆଖି ବୁଜିଲେ ୧୨ ଆକ୍ରାନ୍ତ

ସିଏଜି ଭାବେ ଶପଥ ନେଲେ ଗିରୀଶ ମୁର୍ମୁ

ଶୁଣିଲେନି ଡାକ୍ତର, ନର୍ସ; ଆଖି ବୁଜିଲା ନବଜାତ ଶିଶୁ