ଝାରସୁଗୁଡ଼ା ସହରର ୩ଟି ନର୍ସିଂହୋମ୍ ସିଲ୍

ଝାରସୁଗୁଡ଼ା: କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଝାରସୁଗୁଡ଼ା ସହରର ୩ଟି ନର୍ସିଂହୋମ୍ ସିଲ୍। ସହରରେ ଥିବା ଅଗ୍ରୱାଲ ନର୍ସିଂହୋମ୍ , ଆରକେ ମଲଟିକେୟାର ହୋମ୍ ଏବଂ ଲକ୍ଷ୍ୟ କେୟାରକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିଲ୍ କରିଛି ପ୍ରଶାସନ। ଜିଲ୍ଲାରେ ଥିବା ଅନେକ ଘରୋଇ ନର୍ସିଂ ହୋମ୍ କୋଭିଡ ଗାଇଡଲାଇନ୍ ମାନୁନଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଏନେଇ ଏସବୁ ନର୍ସିଂହୋମ୍‌ରେ ରୋଗୀ, ସଂପର୍କୀୟଙ୍କ ମଧ୍ୟରେ ସାମାଜିକ ଦୂରତା ପାଳନ ହେଉଛି କି ନାହିଁ, ସାନିଟାଇଜେସନ ବ୍ୟବସ୍ଥା ନେଇ ଯାଂଚ […]

980

980

Tapas Behera
  • Published: Sunday, 05 July 2020
  • Updated: 05 July 2020, 08:38 PM IST

ଝାରସୁଗୁଡ଼ା: କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଝାରସୁଗୁଡ଼ା ସହରର ୩ଟି ନର୍ସିଂହୋମ୍ ସିଲ୍। ସହରରେ ଥିବା ଅଗ୍ରୱାଲ ନର୍ସିଂହୋମ୍ , ଆରକେ ମଲଟିକେୟାର ହୋମ୍ ଏବଂ ଲକ୍ଷ୍ୟ କେୟାରକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିଲ୍ କରିଛି ପ୍ରଶାସନ।

ଜିଲ୍ଲାରେ ଥିବା ଅନେକ ଘରୋଇ ନର୍ସିଂ ହୋମ୍ କୋଭିଡ ଗାଇଡଲାଇନ୍ ମାନୁନଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଏନେଇ ଏସବୁ ନର୍ସିଂହୋମ୍‌ରେ ରୋଗୀ, ସଂପର୍କୀୟଙ୍କ ମଧ୍ୟରେ ସାମାଜିକ ଦୂରତା ପାଳନ ହେଉଛି କି ନାହିଁ, ସାନିଟାଇଜେସନ ବ୍ୟବସ୍ଥା ନେଇ ଯାଂଚ କରାଯାଇଛି। କୋଭିଡ ମାଜିଷ୍ଟ୍ରେଟ୍ ଗୋଲକ ବିହାରୀ ମଙ୍ଗରାଜଙ୍କ ନେତୃତ୍ୱରେ ଟାଉନ ଥାନାଧିକାରୀଙ୍କ ସହ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story