ଶେଷ ରାସ୍ତା ବାଛି ଥିଲେ ନା ଶେଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର ?

ଅନୁଗୋଳ (‍‍ବିରଜା ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ପଞ୍ଚାୟତ ଡିମିରିକୁଦା ଜଙ୍ଗଲରେ ୨ଟି ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ୩ଟି ମୃତଦେହର ପରିଚୟ ମିଳିଛି । ମୃତ ୩ ଜଣଙ୍କ ମଧ୍ୟରେ ୨ ଯୁବକ ଓ ଜଣେ ଯୁବତୀ ଅଛନ୍ତି।  ମୃତ ଝିଅ  ଜଣେ ନାବାଳିକା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ଛେଣ୍ଡିପଦା ଥାନା ବାଲିପଟ୍ଟା ପଞ୍ଚାୟତର ଡିମିରିକୁଦା ଗାଁ ନିକଟ ଜଙ୍ଗଲରେ ୩ଟି ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ  […]

790

790

Tapas Behera
  • Published: Thursday, 30 July 2020
  • Updated: 30 July 2020, 04:25 PM IST

Sports

Latest News

ଅନୁଗୋଳ (‍‍ବିରଜା ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ପଞ୍ଚାୟତ ଡିମିରିକୁଦା ଜଙ୍ଗଲରେ ୨ଟି ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ୩ଟି ମୃତଦେହର ପରିଚୟ ମିଳିଛି । ମୃତ ୩ ଜଣଙ୍କ ମଧ୍ୟରେ ୨ ଯୁବକ ଓ ଜଣେ ଯୁବତୀ ଅଛନ୍ତି।  ମୃତ ଝିଅ  ଜଣେ ନାବାଳିକା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ଛେଣ୍ଡିପଦା ଥାନା ବାଲିପଟ୍ଟା ପଞ୍ଚାୟତର ଡିମିରିକୁଦା ଗାଁ ନିକଟ ଜଙ୍ଗଲରେ ୩ଟି ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ  ସ୍ଥାନୀୟ ବାସିନ୍ଦା । ଡିମିରିକୁଦା ଗାଁ ନିକଟ ଜଙ୍ଗଲରେ ଗୋଟିଏ ଗଛରେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିବାବେଳେ ସେହି ଗଛଠାରୁ ପ୍ରାୟ ୧୫ରୁ ୨୦ ଫୁଟ ଦୂର ଅନ୍ୟ ଏକ ଗଛରେ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ଝୁଲୁନ୍ତା ଅବସ୍ଥାରେ ଠାବ ହୋଇଥିଲା।

ଗତକାଲି ଜଣେ ଗାଇ ଚରାଳି ସନ୍ଧ୍ୟାରେ ଜଙ୍ଗଲରୁ ଫେରୁଥିବା ବେଳେ ଦୁର୍ଗନ୍ଧ ହେବାରୁ ବହୁ ଖୋଜିବା ପରେ ମୃତଦେହ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହାପରେ ଗ୍ରାମବାସୀ ରାତିରେ  ଜଙ୍ଗଲକୁ ଯାଇ ମୃତଦେହ ଦେଖିବାକୁ ପାଇଥିଲେ।ପରେ ଏ ନେଇ ଛେଣ୍ଡିପଦା ପୁଲିସ୍‌କୁ ଖବର ଦିଆଯାଇଥିବା ବେଳେ ଆଜି ସକାଳେ ଘଟଣା ସ୍ଥଳରେ ପହଞ୍ଚିଥିଲା ପୁଲିସ । ପୁଲିସର ଅନୁସନ୍ଧାନ ଓ ତଦନ୍ତ ଆରମ୍ଭ ହୋଇଥିବାବେଳେ ଏବେ ମୃତକଙ୍କ ପରିଚୟ ମିଳିପାରିଛି। ମୃତକମାନେ ନିକଟସ୍ଥ ପଳାସବଣିଆ ଗ୍ରାମର ବୋଲି ଜଣାପଡିଛି । ଏ ନେଇ ଜଣେ ମୃତ ଯୁବକଙ୍କ ବାପା ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି । ଗତ ୨୨ତାରିଖରୁ ତାଙ୍କ ପୁଅ ଘରୁ ବାହାରକୁ ଯାଉଛି କହି ଯାଇଥିଲେ ।ମାତ୍ର ଆଜି ନିକଟସ୍ଥ ଜଙ୍ଗଲରେ ତାଙ୍କ ପୁଅଙ୍କ ସହ ଅନ୍ୟ ଜଣେ ଯୁବତୀ ଓ ଯୁବକଙ୍କ ମୃତଦେହ ଝୁଲୁଥିବା ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲେ । ପରେ ନିଜ ପୁଅକୁ ଚିହ୍ନଟ କରିଥିବାବେଳେ ଅନ୍ୟ ମୃତ ଯୁବକଙ୍କୁ ମଧ୍ୟ ତାଙ୍କ ପରିବାର ଚିହ୍ନଟ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ସୁଶାନ୍ତ ଓ ସମ୍ପୃକ୍ତ ନାବାଳିକା ପରସ୍ପରକୁ ଭଲ ପାଉଥିଲେ। ସେମାନଙ୍କୁ ସହଯୋଗ କରୁଥିଲେ ସେହି ଗାଁର ଯୁବକ ବାରୁ ବେହେରା।

ସୁଶାନ୍ତଙ୍କ ବାପା ତାଙ୍କ ପୁଅର ସେହି ଗାଁର ଜଣେ ଝିଅର ପ୍ରେମ ସମ୍ପର୍କ ଥିବା କହିଥିଲେ । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଝିଅର ପରିବାର ଲୋକେ ଅସନ୍ତୁଷ୍ଟ ଥିଲେ । ୨୨ ତାରିଖରେ ୩ ଜଣ ଯାକ ଗାଁ ଛାଡି ଚାଲିଯାଇଥିଲେ ।

ପରେ ସେମାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ପରେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ପୁଲିସ ତଦନ୍ତ ଚଳାଇଛି । ଅପରପକ୍ଷରେ ଝିଅର  ବାପା ସମସ୍ତଙ୍କୁ ହତ୍ୟା କରିଥିବା ନେଇ ମୃତ ୨ ଯୁବକଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି । ତେବେ ପୁଲିସର ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story