ଧୋକା ଦେଲା ଭ୍ୟାନ୍‌; ଲୋକଙ୍କ ହାତରେ ଧରାପଡ଼ି ନିସ୍ତୁକ ମାଡ଼ ଖାଇଲେ ତିନି ଚୋର

ଜଳେଶ୍ୱର(ଅଜିତ ଦାସ): ତିନି ଜଣ ଚୋରଙ୍କୁ ଧରି ନିର୍ଧୂମ ଛେଚିଛନ୍ତି ଗ୍ରାମବାସୀ। ଏ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ କୁଳିଦା ଗାଁରେ। ଚୋରଙ୍କ ନିକଟରୁ ଏକ ଭ୍ୟାନ୍‌ ଓ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରାଯାଇଛି। ଏ ତିନି ଚୋରଙ୍କ ଘର କମର୍ଦା ଥାନା ଅନ୍ତର୍ଗତ ବାହାର୍ଦାରେ ବୋଲି ଜଣାପଡ଼ିଛି। ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏ ତିନି ଜଣ ଚୋର ଗାଁର ଜଣଙ୍କ ଘରୁ ଦୁଇଟି ପାଣି […]

threethieves

threethieves

Jitendra Garnayak
  • Published: Thursday, 10 January 2019
  • Updated: 10 January 2019, 12:53 PM IST

ଜଳେଶ୍ୱର(ଅଜିତ ଦାସ): ତିନି ଜଣ ଚୋରଙ୍କୁ ଧରି ନିର୍ଧୂମ ଛେଚିଛନ୍ତି ଗ୍ରାମବାସୀ। ଏ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ କୁଳିଦା ଗାଁରେ।

ଚୋରଙ୍କ ନିକଟରୁ ଏକ ଭ୍ୟାନ୍‌ ଓ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରାଯାଇଛି। ଏ ତିନି ଚୋରଙ୍କ ଘର କମର୍ଦା ଥାନା ଅନ୍ତର୍ଗତ ବାହାର୍ଦାରେ ବୋଲି ଜଣାପଡ଼ିଛି।

ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏ ତିନି ଜଣ ଚୋର ଗାଁର ଜଣଙ୍କ ଘରୁ ଦୁଇଟି ପାଣି ପମ୍ପ ନେଇ ଭ୍ୟାନ୍‌ରେ ପଳାଇ ଯାଉଥିଲେ। ଗ୍ରାମବାସୀ ସେମାନଙ୍କୁ ଗୋଡ଼ାଇଥିଲେ।

ରାସ୍ତାରେ ଭ୍ୟାନ୍‌ଟି କୌଣସି କାରଣରୁ ଅଟିକି ଯାଇଥିଲା। ଫଳରେ ଚୋରମାନେ ଗ୍ରାମବାସୀମାନେ ହାବୁଡ଼ରେ ପଡ଼ିଯାଇଥିଲେ। ଗ୍ରାମବାସୀମାନେ ସେମାନଙ୍କୁ ବାନ୍ଧି ପିଟିଥିଲେ। ପୁଲିସ୍‌ ପହଞ୍ଚି ଚୋରମାନଙ୍କୁ ଉଦ୍ଧାର କରିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story