ଘାଟିରେ ଓଲଟି ପଡ଼ିଲା ବସ୍‌, ଚାଲିଗଲା ୩ ଶିକ୍ଷକଙ୍କ ଜୀବନ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଏକ ପାଠଚକ୍ରରେ ଯୋଗଦେବା ପାଇଁ ସ୍କୁଲ ପିଲାଙ୍କ ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯାଉଥିବା ବେଳେ ଘାଟି ରାସ୍ତାରେ ହଠାତ୍‌ ସେମାନଙ୍କ ବସ୍‌ଟି ଓଲଟି ପଡ଼ିବାରୁ ୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି। ପୂରା ଘଟଣା ଏମିତି। ଆଜି ଚନ୍ଦାହାଣ୍ଡି ଅରବିନ୍ଦ ପୂର୍ଣ୍ଣାଙ୍ଗ […]

accident

accident

Jyoshna Pradhan
  • Published: Sunday, 11 November 2018
  • Updated: 11 November 2018, 04:50 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଏକ ପାଠଚକ୍ରରେ ଯୋଗଦେବା ପାଇଁ ସ୍କୁଲ ପିଲାଙ୍କ ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯାଉଥିବା ବେଳେ ଘାଟି ରାସ୍ତାରେ ହଠାତ୍‌ ସେମାନଙ୍କ ବସ୍‌ଟି ଓଲଟି ପଡ଼ିବାରୁ ୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ଆଜି ଚନ୍ଦାହାଣ୍ଡି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଜିଲ୍ଲାସ୍ତରୀୟ ପାଠଚକ୍ର ଆୟୋଜିତ ହେଉଥିଲା। ଏଥିରେ ଯୋଗଦେବା ପାଇଁ ଉମରକୋଟ ଓ ଝରିଗାଁରୁ  ୩୫ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏକ ବସ୍‌ରେ ଆସୁଥିଲେ। ତେବେ ଗାଡ଼ି ଚାଳକଙ୍କ ଅସାବଧାନତା ଯୋଗୁ ବସ୍‌ଟି ଚନ୍ଦାହାଣ୍ଡି ଘାଟିରେ ଓଲଟି ପଡ଼ିଥିଲା। ଫଳରେ ନବରଙ୍ଗପୁରର ଅବସରପ୍ରାପ୍ତ ଶିକ୍ଷକ ଲଳିତ ମୋହନ ପଟ୍ଟନାୟକ, ଉମରକୋଟ ସରକାରୀ ବିଦ୍ୟାଳୟର ରୀନା ନାୟକ ଓ ଅରବିନ୍ଦ ବିଦ୍ୟାଳୟର ନିରଞ୍ଜନ ନାୟକଙ୍କ ମୃତ୍ୟୁ ଘଟିଛି।

ଏଥିରେ ୧୭ ଜଣଙ୍କ ଗୁରୁତରଙ୍କୁ ଉଦ୍ଧାର କରି  ଆହତ ହୋଇଛନ୍ତି। ଝରିଗାଁ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ଆହତଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story