କ୍ରୀଡାର ବିକାଶରେ ହିଁ ଅନ୍ୟ ସବୁ ଦିଗର ବିକାଶ ସମ୍ଭବ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ବଂଶିଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହୋଇଯାଇଛି ଆଇଡିଏଟ ୨୦୧୭ କାର୍ଯ୍ୟକ୍ରମ। ରାଜ୍ୟରେ କ୍ରୀଡା ପାଇଁ ରହିଛି ଅନେକ ସୁଯୋଗ ରହିଛି, କ୍ରୀଡାର ବିକାଶରେ ହିଁ&nbsp; ଅନ୍ୟସବୁ ଦିଗର ବିକାଶ ସମ୍ଭବ,&nbsp; ନୂତନ ନେତୃତ୍ୱର ସୃଷ୍ଟି, ଲିଙ୍ଗ ଭିତ୍ତିକ ବୈଷମ୍ୟ ଦୂର ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି କାର୍ଯ୍ରକ୍ରମରେ ମତ ପ୍ରକାଶ ପାଇଥିଲା।</p> <p>ବିଶେଷ କରି ଶିକ୍ଷା ଏବଂ ଜୀବନ ଶୈଳୀରେ ଉନ୍ନତି ପାଇଁ କ୍ରୀଡାର ବିଶେଷ ଭୂମିକା ଉପରେ ଆଲୋଚନା ହୋଇଥିଲା। ଏଥିରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ କ୍ରିକେଟର ରଞ୍ଜିବ ବିଶ୍ୱାଳ, ଆନ୍ଧ୍ରପ୍ରଦେଶ ରୁରାଲ ଡେଭଲପମେଣ୍ଟର ପ୍ରୋଗ୍ରାମ ନିର୍ଦ୍ଦେଶକ ମୋଙ୍କୋ ଫେରର, ଅଭିଜିତ ବର୍ସେ, ରାଜ୍ୟ କ୍ରୀଡା ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ।</p>

Ordigital Desk
  • Published: Wednesday, 01 November 2017
  • Updated: 01 November 2017, 10:13 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ବଂଶିଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହୋଇଯାଇଛି ଆଇଡିଏଟ ୨୦୧୭ କାର୍ଯ୍ୟକ୍ରମ। ରାଜ୍ୟରେ କ୍ରୀଡା ପାଇଁ ରହିଛି ଅନେକ ସୁଯୋଗ ରହିଛି, କ୍ରୀଡାର ବିକାଶରେ ହିଁ&nbsp; ଅନ୍ୟସବୁ ଦିଗର ବିକାଶ ସମ୍ଭବ,&nbsp; ନୂତନ ନେତୃତ୍ୱର ସୃଷ୍ଟି, ଲିଙ୍ଗ ଭିତ୍ତିକ ବୈଷମ୍ୟ ଦୂର ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି କାର୍ଯ୍ରକ୍ରମରେ ମତ ପ୍ରକାଶ ପାଇଥିଲା।</p><p>ବିଶେଷ କରି ଶିକ୍ଷା ଏବଂ ଜୀବନ ଶୈଳୀରେ ଉନ୍ନତି ପାଇଁ କ୍ରୀଡାର ବିଶେଷ ଭୂମିକା ଉପରେ ଆଲୋଚନା ହୋଇଥିଲା। ଏଥିରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ କ୍ରିକେଟର ରଞ୍ଜିବ ବିଶ୍ୱାଳ, ଆନ୍ଧ୍ରପ୍ରଦେଶ ରୁରାଲ ଡେଭଲପମେଣ୍ଟର ପ୍ରୋଗ୍ରାମ ନିର୍ଦ୍ଦେଶକ ମୋଙ୍କୋ ଫେରର, ଅଭିଜିତ ବର୍ସେ, ରାଜ୍ୟ କ୍ରୀଡା ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos