ଓଡ଼ିଶାରେ ବଢ଼ୁନି ବାଘ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୪ ବର୍ଷରେ ଓଡ଼ିଶାରେ ବାଘଙ୍କ ସଂଖ୍ୟା ଆଦୌ ବଢ଼ି ନାହିଁ। ୨୦୧୪ରେ ରାଜ୍ୟରେ ବାଘଙ୍କ ସଂଖ୍ୟା ୨୮ ଥିବା ବେଳେ ୪ ବର୍ଷ ପରେ ୨୦୧୮ରେ ମଧ୍ୟ ସେତିକି ରହିଛି। ସାରା ଦେଶରେ ଗତ ୪ ବର୍ଷରେ ବାଘ ସଂଖ୍ୟା ୭୪୧କୁ ବୃଦ୍ଧି ପାଇଥିବା ସତ୍ତ୍ୱେ ଓଡ଼ିଶାରେ ଏହା ସ୍ଥିର ରହିଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ସେହିପରି ଛତିଶଗଡ଼ରେ ମଧ୍ୟ ବାଘଙ୍କ ସଂଖ୍ୟା ୪୬ରୁ ୧୯କୁ ଖସି ଆସିଥିବାରୁ ଉଦ୍‌ବେଗ […]

tiger

tiger

Jyoshna Pradhan
  • Published: Monday, 29 July 2019
  • Updated: 29 July 2019, 02:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୪ ବର୍ଷରେ ଓଡ଼ିଶାରେ ବାଘଙ୍କ ସଂଖ୍ୟା ଆଦୌ ବଢ଼ି ନାହିଁ। ୨୦୧୪ରେ ରାଜ୍ୟରେ ବାଘଙ୍କ ସଂଖ୍ୟା ୨୮ ଥିବା ବେଳେ ୪ ବର୍ଷ ପରେ ୨୦୧୮ରେ ମଧ୍ୟ ସେତିକି ରହିଛି। ସାରା ଦେଶରେ ଗତ ୪ ବର୍ଷରେ ବାଘ ସଂଖ୍ୟା ୭୪୧କୁ ବୃଦ୍ଧି ପାଇଥିବା ସତ୍ତ୍ୱେ ଓଡ଼ିଶାରେ ଏହା ସ୍ଥିର ରହିଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ସେହିପରି ଛତିଶଗଡ଼ରେ ମଧ୍ୟ ବାଘଙ୍କ ସଂଖ୍ୟା ୪୬ରୁ ୧୯କୁ ଖସି ଆସିଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି।

ଆଜି ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାଘ୍ର ଗଣନା ରିପୋର୍ଟ ୨୦୧୮ ଉନ୍ମୋଚନ କରିଥିଲେ। ୨୦୧୪ ରିପୋର୍ଟ ଅନୁସାରେ, ଦେଶରେ ବାଘ ସଂଖ୍ୟା ୨,୨୨୬ ଥିବା ବେଳେ ୨୦୧୮ ରିପୋର୍ଟ ଅନୁସାରେ ଦେଶରେ ବାଘ ସଂଖ୍ୟା ୨,୯୬୭ରେ ପହଞ୍ଚିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ହେଉଛି ବାଘର ସୁରକ୍ଷିତ ବାସସ୍ଥଳୀ।

୨୦୦୬ରେ ପ୍ରୋଜେକ୍ଟ ଟାଇଗର ପୁନର୍ଗଠନ ପରେ ଏହା ହେଉଛି ଚତୁର୍ଥ ରିପୋର୍ଟ। ପ୍ରତି ୪ ବର୍ଷରେ ଥରେ କେନ୍ଦ୍ରର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରାଳୟ ତରଫରୁ ବ୍ୟାଘ୍ର ଗଣନା ହୋଇ ଆସୁଛି।  ଦେଶର ୧୮ଟି ରାଜ୍ୟରେ ବାଘ ଅଛନ୍ତି। ଚଳିତ ଥର ପ୍ରଥମ ଥର ପାଇଁ ଉତ୍ତର-ପୂର୍ବାଞ୍ଚଳରେ ମଧ୍ୟ ବାଘ ଗଣନା କରାଯାଇଛି। ବିଶ୍ୱର ୭୦ ପ୍ରତିଶତ ବାଘ ଭାରତରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story