ଦୁଇ କଳା ବାଘ ଛୁଆଙ୍କୁ ଜନ୍ମ ଦେଲା ରେଣୁକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶୁପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନରେ ଦୁଇଟି କଳା ବାଘ ଛୁଆ ଜନ୍ମ ନେଇଛନ୍ତି। ବାଘୁଣୀ ରେଣୁକା ଏହି ଦୁଇଟି ବିରଳ କଳା ବାଘ ଛୁଆଙ୍କୁ ଜନ୍ମ ଦେଇଛି। ଉଭୟ ବାଘୁଣୀ ଓ ଦୁଇ ନବଜାତକଙ୍କୁ ସିସିଟିଭି ନଜରରେ ରଖାଯାଇଛି। ଏହି ଦୁଇ ଛୁଆଙ୍କ ଜନ୍ମପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ୨୮ଟି ବାଘଙ୍କ ମଧ୍ୟରେ ୧୫ଟି ସାଧାରଣ, ୯ଟି ଧଳା ଓ ୪ଟି କଳା ବାଘ ଅଛନ୍ତି।

nanada

Jitendra Garnayak
  • Published: Saturday, 22 December 2018
  • , Updated: 22 December 2018, 10:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶୁପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନରେ ଦୁଇଟି କଳା ବାଘ ଛୁଆ ଜନ୍ମ ନେଇଛନ୍ତି। ବାଘୁଣୀ ରେଣୁକା ଏହି ଦୁଇଟି ବିରଳ କଳା ବାଘ ଛୁଆଙ୍କୁ ଜନ୍ମ ଦେଇଛି।

ଉଭୟ ବାଘୁଣୀ ଓ ଦୁଇ ନବଜାତକଙ୍କୁ ସିସିଟିଭି ନଜରରେ ରଖାଯାଇଛି। ଏହି ଦୁଇ ଛୁଆଙ୍କ ଜନ୍ମପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।

୨୮ଟି ବାଘଙ୍କ ମଧ୍ୟରେ ୧୫ଟି ସାଧାରଣ, ୯ଟି ଧଳା ଓ ୪ଟି କଳା ବାଘ ଅଛନ୍ତି।

https://youtu.be/lO9JbH_XHqY

Related story