‘କରୋନା ଆଗକୁ ସାଂଘାତିକ ହେବ ବୋଲି କହିହେବନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଏପର୍ଯ୍ୟନ୍ତ ‘କରୋନା’ର ଗୋଷ୍ଠୀ ସଂକ୍ରମଣ ହୋଇନି। ଆଗରୁ ଆମ ରାଜ୍ୟରେ ସ୍ଥିତି ଭଲ ଥିଲା। ହେଲେ ଏବେ ପ୍ରବାସ ଫେରନ୍ତାଙ୍କ ଦ୍ୱାରା କିଛି ‘କରୋନା’ ପଜିଟିଭ ସଂଖ୍ୟା ବଢିଛି। ହେଲେ ସ୍ଥିତି ଏତେ ଖରାପ ହୋଇଥିବା କହିହେବନି। ଏହା କହିଛନ୍ତି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡା। ICMR ଗାଇଡଲାଇନ ଅନୁସାରେ, ଏଣିକି କେବଳ ଲକ୍ଷଣ ଥିବା ଲୋକଙ୍କର ଟେଷ୍ଟ ହେବ ବୋଲି ସେ କହିଛନ୍ତି। ଯେଉଁମାନେ ହାଇରିସ୍କ […]

dr-ajay-parida

dr-ajay-parida

Manoranjan Sial
  • Published: Friday, 22 May 2020
  • Updated: 22 May 2020, 07:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଏପର୍ଯ୍ୟନ୍ତ ‘କରୋନା’ର ଗୋଷ୍ଠୀ ସଂକ୍ରମଣ ହୋଇନି। ଆଗରୁ ଆମ ରାଜ୍ୟରେ ସ୍ଥିତି ଭଲ ଥିଲା। ହେଲେ ଏବେ ପ୍ରବାସ ଫେରନ୍ତାଙ୍କ ଦ୍ୱାରା କିଛି ‘କରୋନା’ ପଜିଟିଭ ସଂଖ୍ୟା ବଢିଛି। ହେଲେ ସ୍ଥିତି ଏତେ ଖରାପ ହୋଇଥିବା କହିହେବନି। ଏହା କହିଛନ୍ତି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡା।

ICMR ଗାଇଡଲାଇନ ଅନୁସାରେ, ଏଣିକି କେବଳ ଲକ୍ଷଣ ଥିବା ଲୋକଙ୍କର ଟେଷ୍ଟ ହେବ ବୋଲି ସେ କହିଛନ୍ତି। ଯେଉଁମାନେ ହାଇରିସ୍କ ଏରିଆ ଅର୍ଥାତ ଡାକ୍ତର, ନର୍ସ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପରୀକ୍ଷା ହେବ। ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କ ପରୀକ୍ଷା ମଧ୍ୟ ଜରୁରୀ ବୋଲି ସେ ମତ ଦେଇଛନ୍ତି।

‘କରୋନା’ ମେଡିସିନ୍ ଓ ଭ୍ୟାକସିନ୍ ପାଇଁ ଗବେଷଣା କାମ ଚାଲିଛି। ଆଗକୁ ମଧ୍ୟ ଯଦି ଭ୍ୟାକସିନ୍ ବାହାରିବ। ତେବେ ପ୍ରଥମେ ପଶୁମାନଙ୍କର ଦେହରେ ପରୀକ୍ଷା କରାଯିବ ବୋଲି ଡାକ୍ତର ପରିଡ଼ା କହିଛନ୍ତି। ତେବେ ଆଗକୁ ପରିସ୍ଥିତି ସାଂଘାତିକ ହେବ ବୋଲି କହିହେବନି ବୋଲି କହିଛନ୍ତି ଡାକ୍ତର ଅଜୟ ପରିଡ଼ା।

ରାଜ୍ୟରେ ଆଜି ସୁଦ୍ଧା ୧୧୯୦ ମହାମାରୀ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୩୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୭୪୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ ବିଭିନ୍ନ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି। ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଭିତରୁ ୨୩ ଜଣ ଛୋଟ ପିଲା ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story