ଅମ୍ଫନ ପରେ ତାତିଲା ଓଡ଼ିଶା, ଟିଟିଲାଗଡ଼ରେ ୪୫.୫ ଡିଗ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି। ୪୫.୫ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ଭବାନୀପାଟଣା ୪୪.୨, ତାଳଚେର ୪୩.୮, ବଲାଙ୍ଗିର ୪୩.୫, ମାଲକାନଗିରି ୪୩, ସମ୍ବଲପୁର ୪୨.୬, ବୌଦ୍ଧ ତାପମାତ୍ରା ୪୨.୫ ଡିଗ୍ରୀ ରହିଛି। ସେହିପରି ହୀରାକୁଦ, ସୋନପୁର ଓ ଝାରସୁଗୁଡ଼ା ତାପମାତ୍ରା ୪୨.୨ ରହିଛି। ପାରଳାଖେମୁଣ୍ଡି ୪୨ ଓ ଫୁଲବାଣୀ ତାପମାତ୍ରା ୪୧.୪ ଡିଗ୍ରୀ ରହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ […]

sunny-day

sunny-day

Manoranjan Sial
  • Published: Saturday, 23 May 2020
  • Updated: 23 May 2020, 06:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି। ୪୫.୫ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ଭବାନୀପାଟଣା ୪୪.୨, ତାଳଚେର ୪୩.୮, ବଲାଙ୍ଗିର ୪୩.୫, ମାଲକାନଗିରି ୪୩, ସମ୍ବଲପୁର ୪୨.୬, ବୌଦ୍ଧ ତାପମାତ୍ରା ୪୨.୫ ଡିଗ୍ରୀ ରହିଛି।

ସେହିପରି ହୀରାକୁଦ, ସୋନପୁର ଓ ଝାରସୁଗୁଡ଼ା ତାପମାତ୍ରା ୪୨.୨ ରହିଛି। ପାରଳାଖେମୁଣ୍ଡି ୪୨ ଓ ଫୁଲବାଣୀ ତାପମାତ୍ରା ୪୧.୪ ଡିଗ୍ରୀ ରହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ। ୪ ଦିନ ପାଇଁ କିଛି ଜିଲ୍ଲାରେ ହିଟ୍‌ ୱେଭ୍‌ ନିମନ୍ତେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୋଳ, ବଳାହାଣ୍ଡି, ବଲାଙ୍ଗିର, ସୋନପୁର ଓ ବୌଦ୍ଧ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story