ଟିମନ୍ ଗ୍ୟାଙ୍ଗର ସଦସ୍ୟ କ୍ଷୀରୋଦର ଜବରଦଖଲ ଉଚ୍ଛେଦ

ବଲାଙ୍ଗିର: ବଲାଙ୍ଗିରର ଡନ୍ ଟିମନ୍‌ କୁମ୍ଭାର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କୁହାଯାଉଥିବା କ୍ଷୀରୋଦ ମିଶ୍ରର ଜବରଦଖଲ ଉଚ୍ଛେଦ ଆଜି ଆରମ୍ଭ ହୋଇଛି। ଆଜି ସକାଳେ ପୌର ଅଧିକାରୀମାନେ ପହଞ୍ଚି ଶାନ୍ତିପଡ଼ାସ୍ଥିତ ଏକ ସ୍କୁଲ  ଜମିରେ ନିର୍ମାଣ କରିଥିବା କୋଠା ଭଙ୍ଗାଯାଉଛି।  ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା  ଆଶଙ୍କାରେ ଘଟଣାସ୍ଥଳରେ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସେହିପରି ଟିମନ୍ କୁମ୍ଭାରର ଜବରଦଖଲ ଘରକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। କ୍ଷୀରୋଦ ମିଶ୍ର ସମେତ ଟିମନ୍ ଗ୍ୟାଙ୍ଗର୍ ୧୦ ଜଣ […]

bolangir

bolangir

Rakesh Mallick
  • Published: Tuesday, 14 June 2016
  • Updated: 14 June 2016, 10:40 AM IST

Sports

Latest News

ବଲାଙ୍ଗିର: ବଲାଙ୍ଗିରର ଡନ୍ ଟିମନ୍‌ କୁମ୍ଭାର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କୁହାଯାଉଥିବା କ୍ଷୀରୋଦ ମିଶ୍ରର ଜବରଦଖଲ ଉଚ୍ଛେଦ ଆଜି ଆରମ୍ଭ ହୋଇଛି। ଆଜି ସକାଳେ ପୌର ଅଧିକାରୀମାନେ ପହଞ୍ଚି ଶାନ୍ତିପଡ଼ାସ୍ଥିତ ଏକ ସ୍କୁଲ  ଜମିରେ ନିର୍ମାଣ କରିଥିବା କୋଠା ଭଙ୍ଗାଯାଉଛି।  ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା  ଆଶଙ୍କାରେ ଘଟଣାସ୍ଥଳରେ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ସେହିପରି ଟିମନ୍ କୁମ୍ଭାରର ଜବରଦଖଲ ଘରକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି।

କ୍ଷୀରୋଦ ମିଶ୍ର ସମେତ ଟିମନ୍ ଗ୍ୟାଙ୍ଗର୍ ୧୦ ଜଣ ସଦସ୍ୟ ଏବେ ଫେରାର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story