ଟିମନ୍ ଗ୍ୟାଙ୍ଗର ସଦସ୍ୟ କ୍ଷୀରୋଦର ଜବରଦଖଲ ଉଚ୍ଛେଦ

ବଲାଙ୍ଗିର: ବଲାଙ୍ଗିରର ଡନ୍ ଟିମନ୍‌ କୁମ୍ଭାର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କୁହାଯାଉଥିବା କ୍ଷୀରୋଦ ମିଶ୍ରର ଜବରଦଖଲ ଉଚ୍ଛେଦ ଆଜି ଆରମ୍ଭ ହୋଇଛି। ଆଜି ସକାଳେ ପୌର ଅଧିକାରୀମାନେ ପହଞ୍ଚି ଶାନ୍ତିପଡ଼ାସ୍ଥିତ ଏକ ସ୍କୁଲ  ଜମିରେ ନିର୍ମାଣ କରିଥିବା କୋଠା ଭଙ୍ଗାଯାଉଛି।  ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା  ଆଶଙ୍କାରେ ଘଟଣାସ୍ଥଳରେ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ସେହିପରି ଟିମନ୍ କୁମ୍ଭାରର ଜବରଦଖଲ ଘରକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି।

କ୍ଷୀରୋଦ ମିଶ୍ର ସମେତ ଟିମନ୍ ଗ୍ୟାଙ୍ଗର୍ ୧୦ ଜଣ ସଦସ୍ୟ ଏବେ ଫେରାର ଅଛନ୍ତି।

ଆହୁରି ପଢ଼ନ୍ତୁ

ଓଡ଼ିଆ ସାମ୍ବାଦିକଙ୍କ ମୁଣ୍ଡ ନେଲା କରୋନା

ବଲାଙ୍ଗିରରେ ଚାଞ୍ଚଲ୍ୟ, ଟ୍ରାକ୍ଟର ଭଡ଼ା ପାଇଁ ଡବଲ୍‌ ମର୍ଡର!

ରତ୍ନସିଂହାସନରୁ ପଦ୍ମପାଖୁଡ଼ା ଗାଏବ ଘଟଣାରେ ASIକୁ ରିପୋର୍ଟ ମାଗିଲା ଶ୍ରୀମନ୍ଦିର ପ୍ରଶାସନ

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

୬ ମାସ ପାଇଁ ରାଜନୀତିକ ଖସଡ଼ା ପ୍ରସ୍ତୁତ କଲା ରାଜ୍ୟ ବିଜେପି

ଜୁଲାଇରେ ରକ୍ତମୁଖା ସାଜିଛି କରୋନା

ମୋ ଜ୍ୱାଇଁ ଖାଇବେ ୬୭ ପ୍ରକାର ଆଇଟମ୍‌

ମହାମାରୀରେ ମହାଯଜ୍ଞ, ନାଏବ ସରପଞ୍ଚଙ୍କ ସହ ୧୧ ଗିରଫ

ଭଉଣୀଙ୍କ ଅଭିଯୋଗର ଜବାବ ରଖିଲେ ଭଉଣୀ

ଆରୋଗ୍ୟ ହେଲେ ୩୮୮ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ସଙ୍ଗରୋଧ କେନ୍ଦ୍ରରେ ଯୁବତୀଙ୍କ ସହ ସେଲ୍‌ଫି ଉଠାଇଲେ ଦୁଇ ଅଧିକାରୀ, ଫଟୋ ଭାଇରାଲ୍‌