କୋଭିଡ୍‌ ମହାମାରୀରୁ ଆଜି ସୁସ୍ଥ ହେଲେ ୧୦,୨୪୨

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):କୋଭିଡ୍‌ ମହାମାରୀରୁ ଆଜି ସୁସ୍ଥ ହୋଇଛନ୍ତି ୧୦ ହଜାର ୨୪୨ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୫ ଲକ୍ଷ ୩୬ ହଜାର ୫୯୫କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୮, ସୁନ୍ଦରଗଡ଼ରୁ ୯୪୩ ସୁସ୍ଥ କଟକ- ୮୮୭, ପୁରୀ- ୭୦୭, ସମ୍ବଲପୁର- ୬୪୧, କଳାହାଣ୍ଡି- ୪୬୫ […]

covid survey

Tapas Behera
  • Published: Tuesday, 18 May 2021
  • , Updated: 18 May 2021, 07:37 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):କୋଭିଡ୍‌ ମହାମାରୀରୁ ଆଜି ସୁସ୍ଥ ହୋଇଛନ୍ତି ୧୦ ହଜାର ୨୪୨ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୫ ଲକ୍ଷ ୩୬ ହଜାର ୫୯୫କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୮, ସୁନ୍ଦରଗଡ଼ରୁ ୯୪୩ ସୁସ୍ଥ କଟକ- ୮୮୭, ପୁରୀ- ୭୦୭, ସମ୍ବଲପୁର- ୬୪୧, କଳାହାଣ୍ଡି- ୪୬୫ ବରଗଡ଼- ୪୪୮, ଅନୁଗୁଳ- ୪୩୮, ଝାରସୁଗୁଡ଼ା- ୩୩୧, ବାଲେଶ୍ୱର- ୩୦୧ ନବରଙ୍ଗପୁର- ୨୯୧, ବଲାଙ୍ଗିର- ୨୭୩, ନୟାଗଡ଼- ୨୫୪, ଯାଜପୁର- ୨୨୨, ନୂଆପଡ଼ା- ୨୧୪, ମୟୂରଭଞ୍ଜ- ୨୦୭ଅ ଏବଂ ଗଞ୍ଜାମ ଜିଲ୍ଲାରୁ ୧୯୫ ସୁସ୍ଥ ହୋଇଛନ୍ତି।

ସେହିପରି ସୁବର୍ଣ୍ଣପୁର- ୧୭୯ କେନ୍ଦୁଝର- ୧୭୭, ଢେଙ୍କାନାଳ- ୧୬୭, କେନ୍ଦ୍ରାପଡ଼ା- ୧୫୮, ଜଗତସିଂହପୁର- ୧୩୭ ଦେବଗଡ଼ ଓ ରାୟଗଡ଼ାରୁ ୧୩୬ ଲେଖାଏଁ, କୋରାପୁଟ- ୧୨୨, ଗଜପତି- ୧୧୬ ବୌଦ୍ଧ- ୧୧୩, ଭଦ୍ରକ ଓ କନ୍ଧମାଳରୁ ୧୦୦ ଲେଖାଏଁ ଲେଖାଏଁ ସୁସ୍ଥ ଘରକୁ ଫେରିଛନ୍ତି ।

Related story