ଆଜି ଶାମ୍ବଦଶମୀ

ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବଦଶମୀ। ଏହି ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ସୂର୍ଯ୍ୟପୂଜା ଓ ଉପାସନା ଲାଗି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।  ଆଜି ଭୋରରୁ ଅର୍କକ୍ଷେତ୍ରରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଶାମ୍ବଦଶମୀରେ ଘରେ ଘରେ ମଧ୍ୟ ସୂର୍ଯ୍ୟପୂଜାର ପରମ୍ପରା ରହିଛି। ତେଣୁ ଆଜି ଭୋରରେ ଗୃହିଣୀମାନେ ବିଭିନ୍ନ ପ୍ରକାର ପିଠା, ଖିରି ଓ ସୁସ୍ୱରଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ସୂର୍ଯ୍ୟପୂଜା କରିଛନ୍ତି। ଶାମ୍ବ ଦଶମୀରେ ସୂର୍ଯ୍ୟପୂଜା କଲେ ପରିବାରର ରୋଗବ୍ୟାଧୀ ଦୂର ହୋଇଥାଏ ବୋଲି […]

shamba

Rakesh Mallick
  • Published: Sunday, 08 January 2017
  • , Updated: 08 January 2017, 08:36 AM IST

ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବଦଶମୀ। ଏହି ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ସୂର୍ଯ୍ୟପୂଜା ଓ ଉପାସନା ଲାଗି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।  ଆଜି ଭୋରରୁ ଅର୍କକ୍ଷେତ୍ରରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଶାମ୍ବଦଶମୀରେ ଘରେ ଘରେ ମଧ୍ୟ ସୂର୍ଯ୍ୟପୂଜାର ପରମ୍ପରା ରହିଛି। ତେଣୁ ଆଜି ଭୋରରେ ଗୃହିଣୀମାନେ ବିଭିନ୍ନ ପ୍ରକାର ପିଠା, ଖିରି ଓ ସୁସ୍ୱରଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ସୂର୍ଯ୍ୟପୂଜା କରିଛନ୍ତି। ଶାମ୍ବ ଦଶମୀରେ ସୂର୍ଯ୍ୟପୂଜା କଲେ ପରିବାରର ରୋଗବ୍ୟାଧୀ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

Related story